ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଝାଡ଼ାରେ ଅଳ୍ପ ମାତ୍ରାରେ ଲାଳ ପଡ଼ିବା ସାଧାରଣ। ହେଲେ ଅଧିକ ମାତ୍ରାରେ ଲାଳ ପଡ଼ିବା ଚିନ୍ତାର କାରଣ ହୋଇପାରେ। ଝାଡ଼ାରେ ଲାଳ ପଡ଼ିବା ସହ ଯଦି ପତଳା ଝାଡ଼ା, ପେଟ କାଟିବା ଏବଂ ଝାଡ଼ାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ, ତା’ହେଲେ ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ତେବେ ଝାଡ଼ାରେ କେଉଁ କାରଣ ପାଇଁ ଲାଳ ପଡ଼େ, ଝାଡ଼ାରେ ଲାଳ ପଡ଼ିଲେ କେଉଁ ପରୀକ୍ଷା କରାଯାଏ, ଇରିଟେବୁଲ ବାଉଲ ସିଣ୍ଡ୍ରୋମର କାରଣ କ’ଣ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Mucus #IrritableBowelSyndrome #Causes #Treatment #HealthCare #HealthyLife #OdiaHealthTips #DoctorAdvice