ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ହାର୍ଟ ଚାରିପଟେ ପାଣି ଜମିବାକୁ ମେଡିକାଲ ଭାଷାରେ ପେରିକାର୍ଡିଆଲ ଇଫ୍ୟୁଜନ୍ ବୋଲି କୁହାଯାଏ। ଏହି ପାଣି ଯଦି ଅଧିକ ମାତ୍ରାରେ ବଢ଼ିଯାଏ, ତେବେ ହାର୍ଟ ଠିକ୍ ଭାବରେ ପମ୍ପ କରିପାରେ ନାହିଁ।
ତେବେ ହାର୍ଟରେ କାହିଁକି ପାଣି ଜମେ, ହାର୍ଟରେ ପାରି ଜମିଛି ବୋଲି କେମିତି ଜାଣିବେ, ଏହାର ଲକ୍ଷଣ କ’ଣ, ହାର୍ଟରେ ପାଣି ଜମିଲେ କେଉଁ ପରୀକ୍ଷା କରାଯାଏ, ସେ ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ତ୍ରିଲୋଚନ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PericardialEffusion #Causes #Heart #HealthCare #Treatment #HealthyLife #OdiaHealthTips #DoctorAdvice