ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

୩୭ ସପ୍ତାହ ପୂର୍ବରୁ ପ୍ରସବ ହେବାକୁ ପ୍ରିଟର୍ମ ଡେଲିଭରି କୁହାଯାଏ। ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ, ମୋଟାପଣ ବା ଅନ୍ୟାନ୍ୟ ସବୁ କାରଣ ଥିଲେ ସମୟ ପୂର୍ବରୁ ପ୍ରସବ ହୋଇଥାଏ। ଏହା ଉଭୟ ମା’ ଏବଂ ଶିଶୁ ପାଇଁ ବିପଦପୂର୍ଣ୍ଣ ଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ସମୟ ପୂର୍ବରୁ ପ୍ରସବ ହେବ ବୋଲି କେମିତି ଜାଣିବେ, ସମୟ ପୂର୍ବରୁ ପ୍ରସବର ଚିକିତ୍ସା କେମିତି କରାଯାଏ, ପ୍ରିମାଚ୍ୟୁର ପିଲାଙ୍କ ମଧ୍ୟରେ କେଉଁ ସମସ୍ୟା ଦେଖାଦିଏ, ପ୍ରିମାଚ୍ୟୁର ପିଲାଙ୍କ ଯତ୍ନ କେମିତି ନେବେ, ସମୟ ପୂର୍ବରୁ ପ୍ରସବକୁ ରୋକିହେବ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PretermDelivery #Pregnancy #WomenCare #Causes #Treatment #HealthCare #HealthyLife #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here