ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
୬ ସପ୍ତାହ ଭିତରେ ଦ୍ୱିତୀୟଥର ପାଇଁ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି: ଦୁଇ ଦେଶ ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ
ଦୁଇ ଦିନିଆ ଚୀନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ସହ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
କଂଗ୍ରେସର ଜଣେ ବ୍ୟକ୍ତି ଗୋଟିଏ ପଦବୀ ଫର୍ମୁଲା କାମ କରିବ ତ?
ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ ନୂଆ ଫର୍ମୁଲା ବାହାର କରାଯାଇଛି। ଫର୍ମୁଲାଟି ହେଉଛି ଜଣେ ବ୍ୟକ୍ତି ଯେ କୌଣସି ଗୋଟିଏ ପଦବୀରେ ରହିପାରିବେ।
ଜୁଲାଇ ୧୭ରେ ସବୁଦିନ ପାଇଁ ବନ୍ଦ ହୋଇଯିବ ୟାହୁ ମେସେଞ୍ଜର
ଅନ୍ଲାଇନରେ ମେସେଞ୍ଜିଂ ସର୍ଭିସରେ ‘ଗଡ୍ ଫାଦର’ କୁହାଯାଉଥିବା ୟାହୁ ମେସେଞ୍ଜର ଜୁଲାଇ ୧୭ରେ ବନ୍ଦ ହେବାକୁ ଯାଉଛି।
କଂଗ୍ରେସରୁ ଇସ୍ତଫା ଧମକ ଦେଲେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ: ତାରାଙ୍କ ବିରୋଧରେ ଆଣିଲେ ଅଭିଯୋଗ
କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଦଳରୁ ଇସ୍ତଫା ଦେବା ପାଇଁ ଧମକ ଦେଇଛନ୍ତି। ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ ଶଗରିଆ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତାରା ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ସେ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧିଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକ: ରାଜ୍ୟର ସାଂଗଠନିକ ସ୍ଥିତିକୁ ମଜବୁତ ନେଇ ଆଲୋଚନା
ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପିସିସି ପଦ ସମ୍ଭାଳିବା ପରେ ତାଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ନୂଆ ଟିମ୍ ଦିଲ୍ଲୀ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛି।
ପୁରୁଷକୁ ଟପିଲେ ମହିଳା: ଦିନିକିଆ କ୍ରିକେଟରେ ନ୍ୟୁଜିଲାଣ୍ଡ ମହିଳା ଟିମ୍ ରଚିଲା ଇତିହାସ
ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ରଚିଲା ଇତିହାସ। ୪୯୦ ରନ୍ କରି ଦିନିକିଆରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ କରିଛି ନ୍ୟୁଜିଲାଣ୍ଡର ମହିଳା ଟିମ୍।
ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଦାନ ନେଇପାରିବେନି ସେବାୟତ: ଜାରି ହେଲା କଟକଣା
ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶନିବାରଦିନ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।
ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦରମା କେତେ ଜାଣନ୍ତି କି?
ଅକ୍ଟୋବର ୨୦୦୯ରେ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ନିଜର ଦରମା ବର୍ଷକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏବେ ମଧ୍ୟ ସେ ବର୍ଷକୁ ୧୫ କୋଟି ନେଉଛନ୍ତି।
ବିରାଟ କୋହଲି ଦାଢ଼ିର ବୀମା କଲେ: ଲୋକେଶ ରାହୁଲ କଲେ ଖୁଲାସା
ଭାରତୀୟ ଦଳର ମୋଷ୍ଟ ଫ୍ୟାସନେବଲ୍ କ୍ରିକେଟର୍ ବିରାଟ କୋହଲି ନିକଟରେ ନିଜ ଦାଢ଼ିର ବୀମା କରାଇଛନ୍ତି। ଏହି ଖୁଲାସା କରିଛନ୍ତି ଭାରତୀୟ ଦଳର ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ।
ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଛାତ୍ରୀ
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଏଥର କଳାରେ ୬୮.୭୯ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।