ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ମାସରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା ଗତ ୨ରୁ୩ଦିନ ହେବ ଅଧିକ ହୋଇଛି। ଶନିବାର ରାଜଧାନୀର ତାପମାତ୍ରା ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ସେହିପରି କଟକ,ଭବାନୀପାଟଣାରେ ବି ତାପମାତ୍ରା ୩୫ଡିଗ୍ରୀ ଉପରେ ରହିଛି। ସକାଳ ୧୦ଟା ବେଳକୁ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡୁଛି।

ତେବେ ଆସନ୍ତା ୨୫ତାରିଖ ଯାଏଁ ରାଜ୍ୟର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ୪ଡିଗ୍ରୀ ଅଧିକ ରହିବା ସହ ଗ୍ରୀଷ୍ଣପ୍ରବାହ ଅପରିବର୍ତ୍ତିତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here