କରୋନା ସଚେତନ ପାଇଁ ସୁବ୍ରତ ବାଗ୍‌ଚୀଙ୍କୁ ନୂଆ ଦାୟିତ୍ୱ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ସୁବ୍ରତ ବାଗ୍‌ଚୀ। କରୋନା ମୁକାବିଲା ଓ ସଚେତନତା ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା...

ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦେଶରୁ ଯଦି କୌଣସି ବ୍ୟକ୍ତି ନିଜ ଘରକୁ...

କରୋନା ଯୋଗୁଁ ମାର୍ଚ୍ଚ ୩୧ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ

ଓଡିଶାଲାଇଭ୍ ବ୍ୟୁରୋ ନନ୍ଦନକାନନରେ ପଡ଼ିଲା କରୋନା ପ୍ରଭାବ। ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ନନ୍ଦନକାନନକୁ ପ୍ରତ୍ୟେକ ଦିନ ହଜାର ହଜାର...

କରୋନା ଆତଙ୍କ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ପ୍ଲାନେଟୋରିୟମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। କରୋନା ସତର୍କତା ପାଇଁ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ୍‌ର ସବୁ ସୋ’କୁ ମାର୍ଚ୍ଚ...

ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା – ଗୋଟିଏ ଦିନରେ ଆଦାୟ କଲେ ବିଏମ୍‌ସିର ୫୦ ଲକ୍ଷ ଟଙ୍କା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଦିନରେ ଭୁବନେଶ୍ୱର ମହାନଗର ନିଗମର ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ୫୦ ଲକ୍ଷ ଟଙ୍କା ଟପିଛି। କିନ୍ନରମାନଙ୍କୁ ନେଇ ଗଠିତ ହୋଇଥିବା ଟିଜି ସ୍ୱୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି...

ରାଜ୍ୟ କ୍ୟାବିନେଟ୍‌ ବୈଠକ: କୋରୋନା ମୁକାବିଲା ଲାଗି ୨୦୦ କୋଟି ମଞ୍ଜୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କୋରୋନା ଲାଗି ୨୦୦...

ଭୁବନେଶ୍ୱର କେଭି-୨ରେ ଶିକ୍ଷକ ପଦବୀରେ ନିଯୁକ୍ତି: ମାର୍ଚ୍ଚ ୨୩, ୨୪ରେ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟ ନଂ-୨ରେ ପିଜିଟି, ଟିଜିଟି, ପିଆରିଟି, କମ୍ପ୍ୟୁଟର ଇନ୍‌ଷ୍ଟରକ୍ଟର ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୩ ଓ ୨୪ରେ ଅନୁଷ୍ଠିତ...

ରାଜ୍ୟସଭା ପାଇଁ ବିଜେପିର ନୂଆ ବାଟ – ‘ମୌନେ ସମ୍ମତି ଲକ୍ଷଣ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡିର ଋଣ ସୁଝିଦେଲା ବିଜେପି। ଓଡ଼ିଶାରେ ଖାଲି ହେଉଥିବା ଚାରି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେଇଛି। ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ...

ଛାତ୍ରଛାତ୍ରୀଙ୍କ ଖାଇବା ପାଇଁ ହେଲା ସୁବିଧା: ସୋଆରେ ଖୋଲିଲା ଫୁଡକୋର୍ଟ ‘ଫୁଡକୋଲଜିୟମ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ "ଫୁଡକୋଲଜିୟମ’’ ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଛି। ସୋଆର ଉପସଭାପତି ଶାଶ୍ୱତୀ...

ରାଜ୍ୟସଭା ଆସନ: ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ୪ ବିଜେଡି ପ୍ରାର୍ଥୀ। ବୁଧବାର ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ...