ଆଜି ପଞ୍ଚକର ତୃତୀୟ ଦିନ: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥି। ପଞ୍ଚକର ତୃତୀୟ ଦିନରେ ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ହଜାର ହଜାର...
ଆଜି ବଡ଼ଓଷା: ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ପୀଠରେ ବୁଧବାର ଦିନ ପାଳନ ହେଉଛି ବଡ଼ଓଷା ପର୍ବ। ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ଏହି ଅବସରରେ ମହାଦେବଙ୍କ ନିକଟରେ ଲାଗି ହୁଏ ସ୍ୱତନ୍ତ୍ର...
ଆଜି ପଞ୍ଚକର ଦ୍ୱିତୀୟ ଦିନ: ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ। ପଞ୍ଚକର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼...
ଆଜିଠୁ ପଞ୍ଚକ ବ୍ରତ: ପୁରୀରେ ଜମୁଛି ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ପଞ୍ଚକରେ ଶ୍ରୀଜିଉଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି...
ବିଶ୍ୱ ଦକ୍ଷତା କେନ୍ଦ୍ରର ଚତୁର୍ଥ ସମାବର୍ତ୍ତନ ଉତ୍ସବ: ୭ଟି ଟ୍ରେଡର ଶ୍ରେଷ୍ଠ ୨୧ ଛାତ୍ରଛାତ୍ରୀ ସମ୍ମାନିତ
ଓଡ଼ିଶାଲାଇଭ୍ ବ୍ୟୁରୋ
• ବିଶ୍ୱ ଦକ୍ଷତା କେନ୍ଦ୍ରରେ ୱେଲ୍ଡିଂରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଉଦଘାଟିତ• ଯୁବପିଢ଼ିଙ୍କୁ ଉଦ୍ୟୋଗ ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବା ଲାଗି ‘ନାନୋ ୟୁନିକର୍ଣ୍ଣ’ ଶୁଭାରମ୍ଭ
(ଭୁବନେଶ୍ୱର): ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା...
ଆସନ୍ତାକାଲିଠାରୁ ପଞ୍ଚକ ବ୍ରତ: ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚକ ବ୍ରତ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହେବ। ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ...
ଭୁବନେଶ୍ୱର: ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ରବିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି।...
କଟକ ଲଜ୍ଜା: ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୭ ଜଣଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ରାଜ୍ୟକୁ ଲଜ୍ଜିତ କରିଛି କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଜଣେ କଲେଜ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ଉତ୍ତୋଳନ...
ନଭେମ୍ବର ୧୫ରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବା ଲାଗି ଅନୁମତି ମିଳିଛି। ତେବେ ଆସନ୍ତା...
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁବ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’କୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି...




















