ଶିଶୁ ଯୌନ ନିର୍ଯାତନା ଉପରେ ଏକ ଭିନ୍ନ ନାଟକ – ‘ସେପ୍ଟେମ୍ବରର ତିରିଶ ଦିନ’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସେପ୍ଟେମ୍ବରର ତିରିଶ ଦିନ’ ନାଟକର ଆୟୋଜନ ପାଇଁ ଆୟୋଜକଙ୍କ ତରଫରୁ କରାଯାଉଛି କ୍ରାଉଡ୍ ଫଣ୍ଡିଂ। ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ...

ଏଥର ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ କରିପାରିବେନି ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଚଳିତ ଥର ଜୁଲାଇ ୭ ଓ ୮ ତାରିଖ ଦୁଇଦିନ ଧରି ଚାଲିବ ଶ୍ରୀଗୁଣ୍ଡିଚା ଯାତ୍ରା। ଗୋଟିଏ ଦିନରେ ବଡ଼ଠାକୁରଙ୍କର ତିନି...

ମାସକ ମଧ୍ୟରେ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ – ବିଏମସି କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ୟୁନିଟ-୩ ମସଜିଦ କଲୋନୀର ନାବାଳକ ଏସକେ ରାଜେଶ ଡ୍ରେନରେ ଭାସି ପ୍ରାଣ ହରାଇବା ପରେ ଆକ୍ସନ ମୋଡକୁ ଆସିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ମାସକ ଭିତରେ ଭୁବନେଶ୍ଵରରେ ଥିବା...

ଓଏସଆରଟିସିର ସମୀକ୍ଷା କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର (ଓଏସଆରଟିସି) ସମୀକ୍ଷା କରିଛନ୍ତି। ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ...

ଭଙ୍ଗାଗଲା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭୁବନେଶ୍ଵରସ୍ଥିତ ସରକାରୀ ବାସଭବନ ପରିସରରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଘରକୁ ଭଙ୍ଗାଯାଇଛି। ସରକାରୀ କ୍ଵାର୍ଟର ପରିସରରେ ବିଳାଶପୂର୍ଣ୍ଣ କୋଠା ସହ ଅଣ୍ଡରଗ୍ରାଉଣ୍ଡ ଘର ନିର୍ମାଣ...

ସମ୍ବଲପୁରରେ ଅଣାୟତ ହେଉଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ ପାଇଁ ଭୁବନେଶ୍ଵରରୁ ଗଲେ ଡାକ୍ତରୀ ଟିମ୍

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ସମ୍ବଲପୁର ମହାନଗରରେ ବଢ଼ିବାରେ ଲାଗିଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୮୨ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସକୁ ନେଇ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ସ୍ଥିତି...

ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଦିନ ୧ଟା ୧୦ରେ ପହଣ୍ଡି, ୫ଟାରେ ଆରମ୍ଭ ହେବ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଗତ ୧୯୭୧...

ବିଜେଡି ସଂସଦୀୟ ଦଳ ବୈଠକ: ନବୀନ ନିବାସରେ ଏକାଠି ହେଲେ ଦଳର ସବୁ ରାଜ୍ୟସଭା ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭୁବନେଶ୍ଵରରେ ବିଜେଡି ସଂସଦୀୟ ଦଳର ବୈଠକ ହୋଇଛି। ନବୀନ ନିବାସରେ ଦଳର ସମସ୍ତ ରାଜ୍ୟସଭା ସାଂସଦ ଏକାଠି ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟସଭାରେ...

ଭୁବନେଶ୍ଵର: ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଗଳ୍ପ ପଠନ ଓ କବିତା ଆସର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ତୃତୀୟ ଦ୍ଵିମାସିକ ଗଳ୍ପ ପଠନ ଓ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶନିବାର ଏହାର...

ଅଣସରରେ ମହାପ୍ରଭୁ: ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଜମୁଛି ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି।...