ଭୁବନେଶ୍ୱରରେ ପ୍ରଥମଥର ପାଇଁ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି।...

ଭୁବନେଶ୍ୱର: ଅଗଷ୍ଟ ୯ ଓ ୧୦ ତାରିଖରେ ମେଗା ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=wJMsJcfjlD8 ଭୁବନେଶ୍ଵରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଯାଉଛି 'ଟାଇକନ ୨୦୨୫'। ପ୍ରଥମଥର ପାଇଁ 'ଟାଇ ଭୁବନେଶ୍ୱର' ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ଜାତୀୟସ୍ତରୀୟ...

ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ହେଲେ ବଲିଉଡ ଦିଭା ମାଧୁରୀ ଦୀକ୍ଷିତ “ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ...

ଓଡ଼ିଆ ସିନେମା ଓ ଗଣମାଧ୍ୟମର ଉନ୍ନତି ବିକଶିତ ଓଡ଼ିଶାର ଚାବିକାଠି – ପ୍ରଭାତୀ ପରିଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଭୁବନେଶ୍ୱରରେ ଆଇସିସି ମିଡିଆ ଓ ଏଣ୍ଟରଟେନମେଣ୍ଟ ସିମ୍ପୋଜିୟମ୍‌ ୨୦୨୫।    ଇଣ୍ଡିଆନ ଚାମ୍ବର ଅଫ କମର୍ସ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଆଇସିସି ମିଡିଆ ଓ ଏଣ୍ଟରଟେନମେଣ୍ଟ...

ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କ ପାଇଁ ବିଡିଏର ସୁଲଭ ଘର: ଲଟେରିରେ ୩୮ ଜଣଙ୍କୁ ମିଳିଲା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବସ୍ତି ଉଚ୍ଛେଦ ଓ ପୁନର୍ବାସ ଯୋଜନାରେ ସହରର ବସ୍ତିବାସିନ୍ଦାଙ୍କୁ ସୁଲଭ ମୂଲ୍ୟରେ ଘର ଆବଣ୍ଟନ କରାଯାଇଛି। ବୁଧବାର ଦିନ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ...

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ଠିକଣାରେ ଏକକାଳୀନ...

ଆଜି ଶ୍ରୀମନ୍ଦିରରେ ଚିତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଚିତାଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଭୋଗ ମଣ୍ଡପ ସରିବା ଏହି ନୀତି ସମ୍ପନ୍ନ ହେବ। ଦଇତା ସେବକମାନେ ତିନି...

“ବିରୋଧୀ ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହେଇ ଝାଡ଼ୁଛନ୍ତି”

ଓଡ଼ିଶାଲାଇଭ୍ ବ୍ୟୁରୋ “ବିରୋଧୀ ବିଜେଡି ଏବଂ କଂଗ୍ରେସ ଡାହଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡ଼ୁଛନ୍ତି। ଅସ୍ତିତ୍ୱ ବଜାୟ ରଖିବା ଓ ଚର୍ଚ୍ଚାରେ ରହି ହେଉଛି ଉଭୟ ଦାଳର ପ୍ରକୃତ ଉଦ୍ଦେଶ୍ୟ। ନିଜ ନିଜ...

ନିଉଜ ରୁମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଲା ‘ଡିଭାଇନ ପୁରୀ କନକ୍ଲେଭ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ‘ନିଉଜ ରୁମ୍’ ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ‘ଡିଭାଇନ ପୁରୀ କନକ୍ଲେଭ’। ନିଉଜରୁମ ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର...

ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଜି ସାରା ଓଡ଼ିଶା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଆଜି ୧୨...