ଭୁବନେଶ୍ୱରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭ୍: ପରିବେଶ ସୁରକ୍ଷା ପାଇଁ ସବୁଜ ଭିତ୍ତିଭୂମିର ନିର୍ମାଣ ଉପରେ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର...

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଚୈତ୍ର ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ତାଲିକାରୁ ବାଦ ପଡ଼ିଲା ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ନାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ତାଲିକାରୁ ବାଦ ପଡ଼ିଛି ବିଜେଡି ନେତା ଭି କେ ପାଣ୍ଡିଆନ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ସେ କୌଣସି ସରକାରୀ ସୁବିଧା ପାଇପାରିବେ ନାହିଁ।...

ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନିଯୁକ୍ତ ହେଲେ ନୂଆ ଏସପି

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପିଙ୍କୁ ନିଯୁକ୍ତ କରାଯାଇଛି। ଅବିନାଶ କୁମାର ଖୋର୍ଦ୍ଧାର ଏସପି ହୋଇଥିବାବେଳେ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁରର ଏସପି ଭାବେ ଦାୟିତ୍ଵ ଦିଆଯାଇଛି। ଏନେଇ ଭାରତୀୟ ନିର୍ବାଚନ...

ଟାଇ ଭୁବନେଶ୍ଵର ପକ୍ଷରୁ ‘ଇଗନାଇଟ୍ ଦେମ ୟଙ୍ଗ’ ପ୍ରତିଯୋଗିତାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଟାଇ ଭୁବନେଶ୍ଵର ପକ୍ଷରୁ ‘ଇଗନାଇଟ୍ ଦେମ ୟଙ୍ଗ’ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଶନିବାର ସ୍ଥାନୀୟ କିଟ୍ ଇଣ୍ଟରନାସନାଲ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍...

ରୋଚକ ହେବ କଟକ ଲୋକସଭା ଲଢ଼େଇ, ଅଭିଜ୍ଞ ଭର୍ତ୍ତୃହରିଙ୍କୁ ଟକ୍କର ଦେବେ ସଂତୃପ୍ତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କଟକରେ ଭର୍ତ୍ତୃହରି ମହତାବ ଓ ଡକ୍ଟର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ଟକ୍କର। ପରୀକ୍ଷା ହେବ ବିଜେଡି, ବିଜେପିର ସାଂଗଠନିକ ଶକ୍ତି।    କଟକ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର...

‘ସ୍ୱକଳ୍ପ ସହଯୋଗ’: ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ ‘ସ୍ୱକଳ୍ପ ସହଯୋଗ’ ଆୟୋଜନ କରାଯାଉଛି। ବୁଧବାର...

ଭୁବନେଶ୍ଵର: ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନ‌ତା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସ (ଆଇଏଚଏସ୍) ପକ୍ଷରୁ ବିଶ୍ଵ ଅଟିଜିମ୍ ସଚେତନତା ଦିବସ ପାଳିତ ହୋଇଯାଇଛି। ଅଟିଜିମ ବିଷୟରେ ବ୍ୟାପକ ଜନସଚେତନତା ଆଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ...

 ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କ ଖସାପଡ଼ା ନୀତି...

ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଭୋଟ ଦେବା ଜରୁରୀ – ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୋଟ ଦେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପାଇଁ ଏଡିଆର ଏବଂ ଓଡ଼ିଶା ଇଲେକସନ ୱାଚ୍‍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର। ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁବନେଶ୍ଵରରେ ରାଜ୍ୟସ୍ତରୀୟ ଆଲୋଚନା...