ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଭକ୍ତ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ...
ଜାଣନ୍ତୁ, ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତିର ମହାତ୍ମ୍ୟ
ଭାସ୍କର ମିଶ୍ର
ମହାପ୍ରଭୁମାନଙ୍କର ୬ ଗୋଟି ପହଣ୍ଡି ମଧ୍ୟରୁ ତିନିଥର ଗୋଟି ପହଣ୍ଡି ଓ ତିନିଥର ଧାଡ଼ି ପହଣ୍ଡି ହୋଇଥାଏ। ଶ୍ରୀଜୀଉମାନଙ୍କ ସମସ୍ତ ବିଜେ ସମୟରେ ଧାଡ଼ି ପହଣ୍ଡି ଓ ବାହୁଡ଼ା ବିଜେ ସମୟରେ...
ପବିତ୍ର ରଥଯାତ୍ରାରେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ନାମରେ ଆସିଛି, ନାମରେ ମୁଁ ଯିବି…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/4014nq0HQMs?list=PLKig8_kZBmDO02Z3-RD5pxFkTHrW1ZicE
‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘କୃଷ୍ଣ କଥା ଦିନେ ପଡ଼ିଗଲା ମନେ’, ‘ନାମରେ ଆସିଛି, ନାମରେ ମୁଁ ଯିବି…’ ଏଭଳି...
ପହଣ୍ଡି ବିଜେ କରି ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତମୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ସଂକୀର୍ତ୍ତନର ଧ୍ଵନିରେ କମ୍ପୁଛି ବଡ଼ଦାଣ୍ଡ। ସମସ୍ତେ ଭାବପ୍ରବଣ...
ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ସହି ହେଲାଣି ସାହାଣ…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/c3tEnladkvg
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ସହି ହେଲାଣି ସାହାଣ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।
ପବିତ୍ର...
ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା: ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ-ଭଗବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମଦେବୀକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ।
ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର...
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ସକାଳ ୯ଟା ୩୦ରେ ପହଣ୍ଡି, ୪ଟାରେ ଆରମ୍ଭ ହେବ ରଥଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମଦେବୀକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ।
ପବିତ୍ର ରଥଯାତ୍ରା ପାଇଁ...
ଆଜି ବଡ଼ଠାକୁରଙ୍କ ନବଯୌବନ ଦର୍ଶନ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଅଣସର ଘରେ ୧୫ ଦିନ ରହିବା ପରେ ଗୁରୁବାର ସକାଳେ ଭକ୍ତଙ୍କୁ ନବଯୌବନ ବେଶରେ...
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/EnJTuwBJFZI
ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଓଡ଼ିଶାର ଏହି ଅନନ୍ୟ ମହୋତ୍ସବ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ଚିତ୍ରକଳା ସହ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ବଡ଼ଦାଣ୍ଡ।
ଆଷାଢ଼ ମାସର ଶୁକ୍ଲପକ୍ଷ...
ଆରମ୍ଭ ହେଲା ଓଡ଼ିଶା ଟୁରିଜିମ କନ୍କ୍ଲେଭର ଷଷ୍ଠ ସଂସ୍କରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ଓଡ଼ିଶା ଟୁରିଜିମ କନକ୍ଲେଭ ୨୦୨୫। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍ର ଆୟୋଜନ...





















