ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଶୃଙ୍ଖଳା, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବିଶୃଙ୍ଖଳା ବାବଦରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ ଜାରି ହୋଇଛି। ଏଥିରେ ୪...

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା, ଅନିୟମିତତା ରୋକିବା ପାଇଁ ସବକମିଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ବାରମ୍ବାର ଦେଖାଯାଉଥିବା ବିଶୃଙ୍ଖଳା ଓ ଅନିୟମିତତା ଉପରେ ରୋକ ଲଗାଇବା ପାଇଁ ଆଗକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା...

ଚଳିତ ବର୍ଷରୁ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ନାମଲେଖା, ସେପ୍ଟେମ୍ବରରୁ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ମାଣାଧୀନ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ। ଏଠାରେ ସେପ୍ଟେମ୍ବର ମାସରୁ ପାଠପଢ଼ା ଆରମ୍ଭ ହେବ। ପ୍ରଥମ ବର୍ଷ ଏହି ବିଶ୍ଵବିଦ୍ୟାଳୟରେ ୩ଟି ବିଭାଗରେ...

ସରିଲା ରଥଯାତ୍ରା – ରତ୍ନସିଂହାସନରେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଅ ଦିନର ଜନ୍ମବେଦୀକୁ ଯାତ୍ରା, ସୁନାବେଶ ଏବଂ ଅଧରପଣା ନୀତି ଶନିବାର ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ଶେଷ ହୋଇଛି। ଗୋଟି ପହଣ୍ଡିରେ ଯାଇ ତିନି ଠାକୁର ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ଶନିବାର ରଥାରୂଢ଼...

ରସଗୋଲା ଦେଇ ଆଜି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାର ଆଜି ଅନ୍ତିମ ଦିନ। ମହାପ୍ରଭୁଙ୍କ ଉପରେ ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ଆଜି ରସଗୋଲା ଦେଇ ମନେଇବେ କଳା ଠାକୁର। ରଥଯାତ୍ରାର ଏହା ହେଉଛି ଏକ ସ୍ଵତନ୍ତ୍ର ପରମ୍ପରା। ନଅଦିନର ରଥଯାତ୍ରା ସାରିବା...

ଆଜି ନୀଳାଦ୍ରି ବିଜେ, ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଘୋଷଯାତ୍ରା ଶେଷ ପର୍ଯ୍ୟାୟ ଆସି ପହଞ୍ଚିଛି। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ...

ସୁନାବେଶ: ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ...

ଇତିହାସରେ ଗଜପତିଙ୍କୁ ବି ମନା ହୋଇଥିଲା ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀମନ୍ଦିର ମନା ହୋଇଥିଲା। ଶ୍ରୀମନ୍ଦିର ଇତିହାସରେ ଏମିତି ବି କିଛି ଘଟଣା ରହିଛି, ଯାହା ଆପଣ କେବେ ଶୁଣି ନଥିବେ। ଶ୍ରୀମନ୍ଦିର ଭିତରକୁ...

ଶ୍ରୀକ୍ଷେତ୍ରରେ ସୁନାବେଶ – ଜାଣନ୍ତୁ କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଆସନ୍ତୁ ଜାଣିବା। ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ...

ଆଜି ସୁନାବେଶ – ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିଛନ୍ତି ବଡ଼ଠାକୁର। ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାରୁଢ଼ ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ।...