ମା’ ଓ ଝିଅଙ୍କୁ ପୋଡ଼ି ମାରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ପତ୍ତି ପାଇଁ ମା’ ଓ ପୁଅଙ୍କୁ ଜୀଅନ୍ତା ପୋଡ଼ି ମାରିଦେବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ। ଅଭିଯୁକ୍ତମାନେ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ ଏବଂ ତାଙ୍କ ପୁଅ...
ଚୋରି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଜୟପୁର ଟାଉନ ଥାନା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରସ୍ଥିତ ଆଦର୍ଶ ନଗରରେ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ଥାନା ପୋଲିସ। ପୋଲିସ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ...
ସାଇବର ଅପରାଧୀଙ୍କ ନୂଆ ଟେକ୍ନିକ୍ ‘ଡିଜିଟାଲ ଆରେଷ୍ଟ’
ମିନତି ମିଶ୍ର
ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର ପାଲଟିଛି ‘ଡିଜିଟାଲ ଆରେଷ୍ଟ’। ଏହା ମାଧ୍ୟମରେ ଲୋକଙ୍କୁ ଠକି ଲୁଟି ନେଉଛନ୍ତି କୋଟି କୋଟି ଟଙ୍କା। ଏହି ଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରରେ।...
ଭୁବନେଶ୍ଵରର ଏକ ଫ୍ଲାଟରେ ଲୁଟ୍ ସହ ଜଣେ ମହିଳାଙ୍କୁ ଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୈତ୍ରୀ ବିହାରର ଏକ ଫ୍ଲାଟରେ ଦୁର୍ବୃତ୍ତମାନେ ଲୁଟ୍ କରିବା ସହ ଘର ଭିତରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ...
ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ କୁମାର ଜେନାଙ୍କୁ କ୍ଲିନଚିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ମିଳିଛି କ୍ଲିନଚିଟ୍। ଓଡ଼ିଶା ହାଇକୋର୍ଟ ପକ୍ଷରୁ ତାଙ୍କୁ ଏହି କ୍ଲିନଚିଟ୍ ମିଳିଛି। ତଳ କୋର୍ଟରେ ପ୍ରତାପ ଜେନାଙ୍କ ନାଁରେ...
ବୌଦ୍ଧ: ଗୁଳି ମାରିଲେ ସରପଞ୍ଚ!
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ସରପଞ୍ଚଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ଗ୍ରାମବାସୀ। ଏହିଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଷୁରବନ୍ଧ...
ବେଙ୍ଗାଳୁରୁରେ ହତ୍ୟା, ଓଡ଼ିଶାରେ ଅଭିଯୁକ୍ତର ଆତ୍ମହତ୍ୟା!
ଓଡ଼ିଶାଲାଇଭ ବ୍ୟୁରୋ
ବେଙ୍ଗାଳୁରୁର ଭ୍ୟାଲିକାବଲାଠାରେ ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଘଟଣା ନେଇଛି ନୂଆ ମୋଡ଼। ବେଙ୍ଗାଳୁରୁରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି। ମୃତ ଅଭିଯୁକ୍ତ...
ରୁକସାନା ବାନୋ ମୃତ୍ୟୁ ମାମଲା: ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ନାଁରେ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରୀ କଳାକାର ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ଗାୟକ ରୁକୁ ସୁନାଙ୍କ ଅଡ଼ୁଆ ବଢ଼ିଛି। ସମ୍ବଲପୁରର ଜଣାଶୁଣା ଗାୟକ ତଥା ଆଲବମ ଅଭିନେତା ରୁକୁ ସୁନାଙ୍କ ବିରୋଧରେ ଏତଲା ଦେଇଛନ୍ତି ମୃତକଙ୍କ...
ଦୁଷ୍କର୍ମ ପୀଡ଼ିତାଙ୍କୁ ୨୧ ଦିନରେ ନ୍ୟାୟ ଦେଇପାରିବ ତ ‘ଅପରାଜିତା’ ଆଇନ?
ମିନତି ମିଶ୍ର
ସାରା ଦେଶକୁ ଲଜ୍ଜିତ କରିଛି କୋଲକାତାରେ ଘଟିଥିବା ମହିଳା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାକୁ ନେଇ ଦେଶବ୍ୟାପୀ ଉଠିଛି ପ୍ରତିବାଦର ସ୍ଵର। ଏହି ଘଟଣା ପରେ ଦୁଷ୍କର୍ମ...
ମୟୂରଭଞ୍ଜ: ପିଉସୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁତୁରା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନିଜ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ଅତିନର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ପୁତୁରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ...