ଦକ୍ଷିଣ ମୋଡ଼ ନେଲା ନନ୍ଦିଘୋଷ, ବାହୁଡ଼ିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଉସୀ ମା’ ଘରୁ ବାହୁଡ଼ିବେ ବଡ଼ଠାକୁର। ବାହୁଡ଼ା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଜି ଦକ୍ଷିଣ ମୋଡ଼ ନେଇଛି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଗତକାଲି ତାଳଧ୍ଵଜ ଓ ଦର୍ପଦଳନ ରଥ ଦକ୍ଷିଣ...
ରଥଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ...
ଓଡ଼ିଶାର ଅନନ୍ୟ ହସ୍ତକଳା – ଜଉ କଣ୍ଢେଇ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/AMYQ8Fy69dQ
ଓଡ଼ିଶାର ଏକ ଅନନ୍ୟ ହସ୍ତକଳା ହେଉଛି ଜଉ କଣ୍ଢେଇ। ବାଲେଶ୍ୱର ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ଜଉ କଣ୍ଢେଇର ଚାହିଦା ଏବେ ବଢ଼ିବାକୁ ଲାଗିଛି।
ବାଲେଶ୍ୱରରେ ଝିଅ ବାହାଘର ସମୟରେ ଝିଅର ପେଡ଼ିରେ...
ବାଲେଶ୍ଵର: ଅନୁଷ୍ଠିତ ହେଲା ‘ସମୟର ଚକ୍ର’ର ବାର୍ଷିକ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରୁ ପ୍ରକାଶିତ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ ର ୧୪ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବିତା ପାଠ ଓ...
ଡାକ୍ତରଙ୍କ ସେବାକୁ ସମ୍ମାନ: ଆଜି ଜାତୀୟ ଡାକ୍ତର ଦିବସ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।
ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ...
ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/_OECKLHxGd0
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହୋଇଥିବାବେଳେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମା’ ଲକ୍ଷ୍ମୀ।
ବଡ଼...
ମନ୍ତ୍ରୀ କହିଲେ, ଇ-କେଓ୍ଵାଇସି କରିନଥିଲେ ୩ ମାସ ଭିତରେ କଟିଯିବ ରାସନକାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
“ରାସନକାର୍ଡ ସହ ଇ-କେଓ୍ଵାଇସି ସଂଯୋଗ ହୋଇନଥିଲେ ଚାଉଳ ବନ୍ଦ କରାଯିବ। ଆଉ ଡେଡଲାଇନ ଘୁଞ୍ଚିବ ନାହିଁ। କାର୍ଡ ସସପେଣ୍ଡ କରାଯିବ। ୩ ମାସ ମଧ୍ୟରେ ଜଣାଇଲେ କାର୍ଡ ଆକକ୍ଟିଭ କରାଯିବ, ନଚେତ...
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା
ଭାସ୍କର ମିଶ୍ର
ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପାଳିତ ସମସ୍ତ ପର୍ବ, ଯାନିଯାତ୍ରା, ଉତ୍ସବ ମଧ୍ୟରେ ଶ୍ରୀଜୀଉମାନଙ୍କ ରଥଯାତ୍ରା ପ୍ରଧାନ ଓ ମୁଖ୍ୟ ଉତ୍ସବ।
ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ନବଦିନବ୍ୟାପି ଏହି...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଜନସ୍ୱାସ୍ଥ୍ୟ କର୍ମଶାଳା ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁର): ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି...
“ଲାଜ ଛାଡ଼ିବା, ଚାଲ ପିରିୟଡ୍ସ ବିଷୟରେ ଖୋଲି କଥା ହେବା”
ପ୍ରଣତି ପରିଡ଼ା
“Let’s Talk Periods – ଏହା କେବଳ ତିନୋଟି ଶବ୍ଦ ନୁହେଁ। ଏହି ଖଣ୍ଡବାକ୍ୟ ଭିତରେ ଅସଲରେ ରହିଛି ସଚେତନତାର ଏକ ଗୂଢ଼ ବାର୍ତ୍ତା। ଏହି ବାର୍ତ୍ତା କେବଳ କିଶୋରୀ ବାଳିକା...





















