ଧନୁଯାତ୍ରା ଓ କଳାକୁଞ୍ଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ପଚାଶ ଦଶକରୁ ନବେ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ...

ମଞ୍ଚାରୁ ପଡ଼ି ମାମୁ ମଲା…

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ହେଲା ୭୧ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ବରଗଡ଼: ଦୀର୍ଘ ଏଗାର ଦିନ ଚାଲିଥିବା ୭୧ତମ ବରଗଡ ଧନୁଯାତ୍ରା ମହୋତ୍ସବ ଶେଷ ହୋଇଛି। କୃଷ୍ଣଙ୍କୁ ଦେଖି ବିଚଳିତ ହୋଇ କଂସ ମଞ୍ଚାରୁ ପଡ଼ି...

ଧନୁଯାତ୍ରା ଇତିହାସର ଚର୍ଚ୍ଚିତ କଂସ

ଅଶୋକ ବହିଦାର ସାତ ଦଶନ୍ଧିର ଧନୁଯାତ୍ରାରେ ‘କଂସ’ ଚରିତ୍ର ପାଇଁ ଅନେକ ଅଭିନେତା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ କରିଛନ୍ତି। ସେମାନଙ୍କ ଭିତରୁ କେତେ ଜଣ ଆଉ ଇହଜଗତରେ ନାହାନ୍ତି। ଅଥଚ ଲୋକଙ୍କ ହୃଦୟରେ...

ମଥୁରାର କାରାଗାର

ଅଶୋକ ବହିଦାର ବିଜୁଳି କନ୍ୟାକୁ ଶିଳାରେ ପ୍ରହାର/ ଦୈବୀ ବାଣୀ ମଥୁରାରେ ଏକଛତ୍ରବାଦୀ ସମ୍ରାଟ କଂସାସୁରଙ୍କୁ ଗ୍ରାସିଛି ମୃତ୍ୟୁଭୟ। ପୂର୍ବ ଦୈବୀବାଣୀର ପ୍ରତିଟି ଶବ୍ଦ ତାଙ୍କ ଆଖିରୁ ନିଜ ହଜେଇ ଦେଉଛି। ଦେବକୀଙ୍କ ୭ଟି ସନ୍ତାନକୁ...

ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ‘ଗ୍ରୀନ୍ ରୁମ୍’

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳ ଚଞ୍ଚଳ ହୋଇ ଉଠେ ‘ଗ୍ରୀନ୍ ରୁମ୍’। ଏହି...

ପରମ୍ପରାରୁ ଦୂରେଇ ଯାଇନି ଧନୁଯାତ୍ରା

ଅଶୋକ ବହିଦାର ବଦଳି ଚାଲିଛି ବରଗଡ଼ ଧନୁଯାତ୍ରାର ପରିପାଟୀ। ହେଲେ କେତୋଟି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରାର ପୂର୍ବ ଗାରିମା ବଜାୟ ରହିଛି। ଏହି ବିଶେଷ ପରମ୍ପରା ପାଇଁ ଧନୁଯାତ୍ରା ଏବେ ବି ଲୋକଙ୍କ...

ବରଗଡ଼ ଧନୁଯାତ୍ରା: ତିକ୍ତ-ମଧୁର ଅନୁଭୂତିକୁ ନେଇ ଆଗେଇ ଚାଲିଛି ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚ

ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି। ଧନୁଯାତ୍ରାର ଉତ୍ପତ୍ତି ୧୯୪୭ ମସିହାରେ ବରଗଡ଼ରେ ଧନୁଯାତ୍ରା...

ଆଜି ପୌଷ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପୌଷ ପୂର୍ଣ୍ଣିମା ତଥା ଦେବାଭିଷେକ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମା ଅବସରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ପରେ ସୁନାବେଶ ସମ୍ପନ୍ନ ହେବ।...

କଳା-କଳାକାର-ଦର୍ଶକଙ୍କ ତ୍ରିବେଣୀ ସଙ୍ଗମ – ବରଗଡ଼ ଧନୁଯାତ୍ରା

 ସିନେମା, ଥିଏଟର ଯିବା ବଦଳରେ ଲୋକେ ଏବେ ମନୋରଞ୍ଜନ ପାଇଁ ସୋସିଆଲ୍ ମିଡ଼ିଆକୁ ବାଛି ନେଇଛନ୍ତି। ସୋସିଆଲ ମିଡିଆର ବହୁଳ ବ୍ୟବହାର ସତ୍ୱେ ଲୋକେ ‘ଧନୁଯାତ୍ରା’କୁ ଭୁଲି ନାହାନ୍ତି। ପ୍ରତିବର୍ଷ ଯୋଡ଼ି ହେଉଛନ୍ତି ଲକ୍ଷ...

ଆଜି ଶେଷ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶେଷ ଦିନ। ୧୧ ଦିନ ଧରି ଆୟୋଜନ ହେବା ପରେ ଶୁକ୍ରବାର ଏହି ଯାତ୍ରା ଶେଷ ହେବ। ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଧନୁଯାତ୍ରା...