ଆଜି ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି।
ବୁଧବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ହେବାପରେ...
ଫେବ୍ରୁଆରି ୨୬ରେ ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିରେ ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ଏନେଇ ମଙ୍ଗଳବାର ମନ୍ଦିରରେ...
ଢେଙ୍କାନାଳ: ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପୀଠରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା। ମଙ୍ଗଳବାର ପବିତ୍ର ମାଘ ଶୁକ୍ଳ ଚତୁର୍ଦଶୀ ଅବସରରେ ମହିମା ଗାଦିରେ ଯୋରନ୍ଦା ମେଳା ଆରମ୍ଭ ହୋଇଛି। ୩...
ବାଲେଶ୍ଵର: ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସୁନହଟସ୍ଥିତ ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ...
ବାଲେଶ୍ଵର: ଚାନ୍ଦିପୁର ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଚାନ୍ଦିପୁରସ୍ଥିତ ଡିଆରଡିଓ ଅଡିଟୋରିୟମ ପରିସରରେ ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପିଏକ୍ସଇର ନିର୍ଦ୍ଦେଶକ ତଥା ସ୍କୁଲ ପରିଚାଳନା କମିଟିର ସଭାପତି ବୈଜ୍ଞାନିକ...
ବିଶ୍ୱ ପୁସ୍ତକ ମେଳାରେ ଉନ୍ମୋଚିତ ହେଲା ‘ଏକ ବାର୍ ଦିବାର ବନ ଗୟେ ତୋ’ କବିତା ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀଠାରେ ଚାଲିଥିବା ବିଶ୍ଵ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ଵାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ 'ଏକ...
ଭୁବନେଶ୍ୱର: ଫେବ୍ରୁଆରି ୭ରୁ ୯ ଯାଏଁ ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ଫେବ୍ରୁଆରି ୭ରୁ ୯ ତାରିଖ ଯାଏଁ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ...
ନୂଆଦିଲ୍ଲୀ: ବିଶ୍ଵ ପୁସ୍ତକ ମେଳାରେ ଓଡ଼ିଶାର ୨ଟି ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଓଡ଼ିଶାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।
କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ 'ନନାଙ୍କ ଖୁଞ୍ଚ ଲାଗିଥିବା...
ଆଜି ବଡ଼ଠାକୁରଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ବୁଧବାର ମାଘ ଶୁକ୍ଳ ଅଷ୍ଟମୀ ତିଥି ଅବସରେ ପୁରୀ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ହେବାକୁ ଥିବାରୁ ସନ୍ଧ୍ୟା ୫ଟାରୁ ରାତି ୧୦ଟା...
ବଂଶଗତ କାରଣରୁ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ କି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=J_FJb8-mzkg
ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି...





















