Art & Culture

ପ୍ରଥମାଷ୍ଟମୀରେ କରନ୍ତୁ ସ୍ୱାଦିଷ୍ଟ ଓ ନରମ ଏଣ୍ଡୁରି ପିଠା – ଜାଣନ୍ତୁ ପ୍ରସ୍ତୁତି ବିଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲି ପ୍ରଥମାଷ୍ଟମୀ। ଏହି ଅବସରରେ ପ୍ରତି ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ଏକ ସ୍ୱତନ୍ତ୍ର ପିଠା, ଯାହା କେବଳ ବର୍ଷକୁ ଥରେ ଅଷ୍ଟମୀ ଅବସରରେ ହିଁ ହୋଇଥାଏ। ହଳଦୀ ପତ୍ରରେ ପ୍ରସ୍ତୁତ...

ପଢୁଆଁ ହେବେ ମହାପ୍ରଭୁ – ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଉଛି ଅଷ୍ଟମୀ ଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିର ଯାଉଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି,...

କୋଣାର୍କ ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟା – ଓଡ଼ିଶୀରେ କୃଷ୍ଣଗାଥା, କଥକରେ ଶାସ୍ତ୍ରୀୟ ନୃତ୍ୟ ଦେଖି ବିଭୋର ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ ସୂର୍ଯ୍ୟମନ୍ଦିର ପାଦଦେଶରେ ଉଦଯାପିତ ହୋଇଯାଇଛି କୋଣାର୍କ ଉତ୍ସବ। ଶନିବାର ଶେଷ ଦିନରେ ଦର୍ଶକମାନେ ମୁକ୍ତାକାଶ ରଙ୍ଗମଞ୍ଚରୁ ଓଡ଼ିଶୀ ଓ କଥକ ନୃତ୍ୟକୁ ଦେଖି ବିଭୋର...

କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା – କଥକରେ କୃଷ୍ଣରାସ, ଓଡ଼ିଶୀରେ ମନ ମୋହିଲା ଚକ୍ରବ୍ୟୁହ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ କଟକଣାରେ ପାଳିତ ହେଉଛି କୋଣାର୍କ ଉତ୍ସବ। ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କଥକ ଓ ଓଡ଼ିଶୀ ନୃତ୍ୟର ନିଖୁଣ ଉପସ୍ଥାପନା ଦର୍ଶକଙ୍କ ମନ ମୋହିଛି। ତା’ସହ...

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା – ଓଡ଼ିଶୀରେ ବର୍ଷା ଅଭିସାର, କୁଚିପୁଡ଼ିରେ ଶିବଲୀଳାର ଅବତାରଣା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ କଟକଣାରେ ପାଳିତ ହେଉଛି କୋଣାର୍କ ଉତ୍ସବ। ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ କୁଚିପଡ଼ି ଏବଂ ଓଡ଼ିଶୀ ନୃତ୍ୟକୁ ଦେଖି ବିଭୋର ହୋଇଛନ୍ତି ଦର୍ଶକ। ତା’ସହ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ...

କଟକିଆଙ୍କ ମନ ଜିଣୁଛି ଅନ୍ନପୁର୍ଣ୍ଣା ମାଉସୀଙ୍କ ‘ବାମ୍ଫ ଚକୁଳି’ ସାଙ୍ଗକୁ ରସୁଣ ଚଟଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଚକୁଳି ମାଉସୀଙ୍କ ବାମ୍ଫ ଚକୁଳି ଖାଇବାକୁ ସକାଳୁ ସକାଳୁ ଛୁଟି ଆସୁଛନ୍ତି ଗ୍ରାହକ। (କଟକରୁ ବିଶ୍ଵଜିତ ସାହୁ): କଟକ ସହରରେ ଚକୁଳି କଥା କହିଲେ ଆପେ ଆପେ ମନକୁ ଆସିଯାଏ ଅନ୍ନପୂର୍ଣ୍ଣା...

କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା – ମଣିପୁରୀ ଓ ଓଡ଼ିଶୀ ସୂର୍ଯ୍ୟ ବନ୍ଦନାରେ ମୁଗ୍ଧ ହେଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା ଆୟୋଜିତ ହୋଇଯାଇଛି। କୋଭିଡ଼ କଟକଣା ଭିତରେ ଆୟୋଜିତ ଏହି ଉତ୍ସବ ପ୍ରଥମ ଦିନ ଭଳି...

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲିଙ୍ଗରାଜ ମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଲିଙ୍ଗରାଜ ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେଇଥିବା ଲୋକଙ୍କୁ କୃତଜ୍ଞତା...
konark utsav 2020

ଆରମ୍ଭ ହେଲା କୋଣାର୍କ ଉତ୍ସବ ୨୦୨୦ – ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟରେ ବିଭୋର ହେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା କୋଣାର୍କ ଉତ୍ସବ ୨୦୨୦ ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ୫ ଦିନ ବ୍ୟାପୀ ଚାଲିବ ନୃତ୍ୟ ଉତ୍ସବ ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟରେ...

ଛାଡ଼ଖାଇରେ ଖାଆନ୍ତୁ ଚିକେନ୍ ବେସର – ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଛ ବେସର ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଥରେ ଚିକେନ୍ ବେସର କରି ଦେଖନ୍ତୁ। ଖାଇବାକୁ ଯେତିକି ସୁଆଦିଆ, ପ୍ରସ୍ତୁତ କରିବା ବି ସେତିକି ସହଜ। ସାମଗ୍ରୀ ଚିକେନ୍‌ – ୫୦୦ଗ୍ରାମ୍‌ ...