ବଲାଙ୍ଗିର: ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ, ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ଶୁଲିଆ ପୀଠ ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଛି। ବଳିପ୍ରଥା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମହାମନ୍ତ୍ରୀ ଅକ୍ରୂର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=gx-HZ8JiHCE ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନଙ୍କ ମହାମନ୍ତ୍ରୀ ଅକ୍ରୂର। କିନ୍ତୁ କଂସ ମଥୁରାର ସିଂହାସନରେ ବସିବା ପରେ ପରେ ଅକ୍ରୂରଙ୍କୁ ମହାମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ।...

ଓଡ଼ିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତିଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ବାସଭବନଠାରେ ଜାନୁଆରି ୩ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ‘ଗ୍ରୀନ୍ ରୁମ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠେ ‘ଗ୍ରୀନ୍ ରୁମ୍’। ଏହି ଗ୍ରୀନ୍ ରୁମ୍‌ରେ...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=I5y4AIqvv9w ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ। କିନ୍ତୁ ଦୁର୍ଭାଗ୍ୟକୁ ନିଜ ପୁଅ କଂସ ତାଙ୍କୁ ଗାଦିଚ୍ୟୁତ କରି ନିଜକୁ ମଥୁରାର ମହାରାଜା ଭାବେ ଅଭିଷିକ୍ତ କରନ୍ତି।...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସଙ୍କ ଶାସନରେ ଥରହର ମଥୁରନଗରୀ, ଶ୍ରୀକୃଷ୍ଣଙ୍କ ପ୍ରେମରେ ଆତ୍ମବିଭୋର ଗୋପପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମହାରାଜ କଂସଙ୍କ ଶାସନ ଏବଂ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦର୍ଶକଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଦ୍ଵିତୀୟ ଦିନରେ ଉଦଘାଟିତ ହେଲା ମହାରାଜା କଂସଙ୍କ ରଙ୍ଗମହଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି, ଶନିବାର ହେଉଛି ଦ୍ଵିତୀୟ ଦିନ। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରସ୍ଥିତ ନିଶାମଣି ହାଇସ୍କୁଲ ପଡ଼ିଆଠାରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ମହାରାଜା କଂସଙ୍କ ରଙ୍ଗମହଲ।...

ଜାଣନ୍ତୁ, କେମିତି ଆରମ୍ଭ ହୋଇଥିଲା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା?

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେଥିମଧ୍ୟରୁ ଏହାର ସାହିତ୍ୟିକ ମୂଲ୍ୟବୋଧର ଏକ ବିଶେଷ ଦିଗ। ତେବେ କେମିତି ହୋଇଥିଲା ବରଗଡ଼ ଧନୁଯାତ୍ରାର...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରଥମ ଦିନରୁ ଆରମ୍ଭ ହେଲା ମହାରାଜ କଂସଙ୍କ ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକର୍ଷଣୀୟ ପରିବେଶ ଭିତରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି ୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆରମ୍ଭ ହୋଇଛି ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଶାସନ। କଂସଙ୍କ ଅଟ୍ଟହାସ୍ୟରେ ଥରହର ହେଉଛି ମଥୁରାନଗରୀ। ଏହି ପୌରାଣିକ...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କଲେ ସାଂସଦ ପ୍ରଦୀପ ପୁରୋହିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ଧନୁଯାତ୍ରାକୁ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଉଦଘାଟନୀ...