ବରଗଡ଼ ଧନୁଯାତ୍ରା: କଳାକାର ଚୟନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ...

ଆଜିଠୁ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା: ପ୍ରଥମ ଦିନରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। କୋଭିଡ ମହାମାରୀର ଦୁଇ ବର୍ଷ ପରେ ବାଲିଯାତ୍ରା ଆୟୋଜନ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କେବଳ କଟକ...

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଠି ଚଳାଇଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଭକ୍ଷଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦେତୁବାଦୀ ଏବଂ ପରମ୍ପରାବାଦୀ। ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରଗ୍ରହଣରେ...

ଭିନ୍ନ ପରମ୍ପରା: ଆଡ଼େଣୀଗଡ଼କୁ କଳା ରଙ୍ଗ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏମିତି କିଛି ଗାଁ ରହିଛି ଯାହାର ପରାମ୍ପରା ଏବଂ ଇତିହାସ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ବୌଦ୍ଧ ଜିଲ୍ଲାରେ ସେମିତି କିଛି ନିଆରା ପରମ୍ପରାର ଗାଁ ରହିଛି। ଏହି...

କାର୍ତ୍ତିକ ପୂର୍ଣ୍ଣିମା: ରତ୍ନ ସିଂହାସନରେ ବଡ଼ଠାକୁରଙ୍କ ସୁନାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କର ବିଭିନ୍ନ ବେଶ ହୋଇଥାଏ। ସେହି ବେଶମାନଙ୍କ ମଧ୍ୟରୁ ସୁନାବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ୫ ଥର ସୁନାବେଶ ହୋଇଥାଏ। କର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ...

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଣି କରିଛନ୍ତି ଓଡ଼ିଶାବାସୀ। ‘ଆକା ମା ବୈ, ପାନ ଗୁଆ ଥୋଇ,...

ବାଲିଯାତ୍ରା ଉତ୍ସବ- ୨୦୨୨: କଟକ ସହରରେ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ରଖିବେ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୮ ତାରିଖରୁ ପ୍ରସିଦ୍ଧ କଟକ ବାଲିଯାତ୍ରା ଉତ୍ସବ ୨୦୨୨। ଏହି ସମୟରେ ଭିଡ଼ ବଢ଼ିବାର ସମ୍ଭାବନା ଥିବାରୁ ଲୋକଙ୍କ ଗମନାଗମନର ସୁବିଧା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ କଟକ ସହର...

ଭୁବନେଶ୍ଵର ବାଲିଯାତ୍ରା ପାଇଁ ଚଳଚଞ୍ଚଳ କୁଆଖାଇ ନଦୀ ପଠା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବାଲିଯାତ୍ରା ପାଇଁ କୁଆଖାଇ ନଦୀ ପଠା ଏବେ ଚଳଚଞ୍ଚଳ ହୋଇପଡ଼ିଛି। ନଭେମ୍ବର ୮ ତାରିଖରୁ ଆକର୍ଷଣୀୟ ଲାଇଟରେ ଝଲସି ଉଠିବ ବାଲିଯାତ୍ରା ପଡ଼ିଆ। ରାସ୍ତାରେ ଲାଇଟ୍, ପଡ଼ିଆରେ ହାଇମାକ୍ସ ଲାଇଟ୍...

ସୁନ୍ଦରଗଡ଼ ଜିଲ୍ଲାରେ ‘ସ୍ପିରୁଲିନା ଓ ମାଣ୍ଡିଆ ଲଡୁ’ କାର୍ଯ୍ୟକ୍ରମ: ଶିଶୁଙ୍କ ପୋଷଣ ସୁନିଶ୍ଚିତ ସହ ଏସଏଚଜି ମା’ଙ୍କ ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ମୋ ଝିଅର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା। ଯାହା ଖାଇଲେ ବି ତା'ର ଓଜନ ବଢ଼ୁ ନଥିଲା। ଗତ ୬ ମାସ ହେଲା ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛି। ସେଠାରେ ସେ ସ୍ପିରୁଲିନା...

ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୩ ଦିନ ଧରି ଚାଲିବ କଳାକାର ଚୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ଣ୍ଣ ହେବ। ଏହି ଅବସରରେ ବରଗଡ଼ ଧନୁଯାତ୍ରା କମିଟି ପକ୍ଷରୁ ପାଳନ କରାଯିବ ହୀରକ...