‘ୱାର୍ଲ୍ଡ ସ୍କିଲ୍ସ-୨୦୨୪’ରେ ଓଡ଼ିଶାକୁ ମିଳିଲା ଦୁଇଟି ପଦକ: ସଫଳ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ଲିଓନଠାରେ ଆୟୋଜିତ ୪୭ତମ ବିଶ୍ୱ ଦକ୍ଷତା ବା 'ୱାର୍ଲ୍ଡ ସ୍କିଲ୍ସ-୨୦୨୪' ପ୍ରତିଯୋଗିତାରେ ଚମକିଛନ୍ତି ଟିମ୍ ଓଡ଼ିଶାର ପ୍ରତିଯୋଗୀ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ପ୍ରତିଯୋଗୀ ଅମରେଶ କୁମାର ସାହୁ...
ସେପ୍ଟେମ୍ବର ୧୮ରୁ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ମସିହାରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂକଳ ପରୀକ୍ଷା ଲାଗି ସେପ୍ଟେମ୍ବର ୧୮...
ଅକ୍ଟୋବର ୨୭ରେ ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ୨୭ ତାରିଖରେ ଓସିଏସ ପ୍ରିଲିମିନାରି ପରୀକ୍ଷା ହେବ। ଏନେଇ ଗୁରୁବାର ଓଡ଼ିଶା ଲୋକ ସେବା ଆୟୋଗ...
ସିଙ୍ଗାପୁରରେ ବିଶ୍ଵ ଦକ୍ଷତା କେନ୍ଦ୍ର ଓଡ଼ିଶାର ପ୍ରଶିକ୍ଷାର୍ଥୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଗସ୍ତ ଅବସରରେ ଓଡ଼ିଶାର ବିଶ୍ଵ ଦକ୍ଷତା କେନ୍ଦ୍ରର ପ୍ରଶିକ୍ଷାର୍ଥୀମାନଙ୍କ ସହ ସାକ୍ଷାତ କରିଛନ୍ତି। ସିଙ୍ଗାପୁରରେ ଏହି ପ୍ରଶିକ୍ଷାର୍ଥୀମାନେ ଏବେ ନିଜର ଇଣ୍ଟର୍ଣ୍ଣସିପ୍ ଜାରି ରଖିଛନ୍ତି। ଏହି...
ଅସ୍ମିତାର ଚକ୍ରବ୍ୟୁହରେ ‘ରେଭେନ୍ସା’ ବିଶ୍ଵବିଦ୍ୟାଳୟ
ମୀନତି ମିଶ୍ର
ଗୋଟିଏ ନାଁ ହେଉଛି ଜଣେ ବ୍ୟକ୍ତି ବା ଅନୁଷ୍ଠାନର ପରିଚୟ। ସେହି ନାଁକୁ ନେଇ ଆଜି ଉଠିଛି ଝଡ଼। ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁକୁ ନେଇ ଆରମ୍ଭ ହୋଇଛି ବିବାଦ।
(ଭୁବନେଶ୍ୱର): ରେଭେନ୍ସା ବିଶ୍ଵବିଦ୍ୟାଳୟର...
ଓଡ଼ିଶାରେ ଆରମ୍ଭ ହେଲା ‘ପିଏମ-ଉଷା’ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା)। ଏନେଇ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।...
‘ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ‘ନୂଆ-ଓ' ଯୋଜନାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହା ବଦଳରେ ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟସ’ ନାମରେ ଏକ ନୂଆ ଯୋଜନା...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଯୋଡ଼ି ହେଲା ନୂଆ ପାଠ୍ୟକ୍ରମ – ‘ପ୍ରିସିସନ ଇଞ୍ଜିନିୟରିଂ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/CaR2W3tNS3o?si=GFOcD_mpBwq6H03Q
(ଭୁବନେଶ୍ଵର): ଆଜି ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି। ଫଳରେ ଶିଳ୍ପ ଉତ୍ପାଦନ ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା ସହ ଉତ୍ପାଦଗୁଡ଼ିକର...
ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଲା: ଏଥର ୨୪ ମାର୍କ ରଖିଲେ ପାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା। ଏଣିକି ୨୪ ମାର୍କ ରଖିଲେ ପାସ୍ କରିବେ ଛାତ୍ରଛାତ୍ରୀ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛନ୍ତି...
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୫,୧୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି: ଆବେଦନର ଶେଷ ତାରିଖ ଅକ୍ଟୋବର ୬
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପ୍ରଥମ ବର୍ଷ...





















