ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଭାରତର ପ୍ରଥମ ଏଆଇ ଅଙ୍ଗନବାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/iS66oMHNzUc
ଭାରତରେ ଏଆଇ ଅଙ୍ଗନବାଡ଼ି। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ୱଦ୍ଧାମନ ଗାଁରେ ଏଆଇ ଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି। ପିଲାଦିନରୁ ଏଆଇର ସଠିକ ବ୍ୟବହାର ଏବଂ ଏହାର ଗୁରୁତ୍ୱକୁ ବୁଝିବା ଉଦ୍ଦେଶ୍ୟରେ...
ପ୍ରଥମ ପ୍ରୟାସରେ ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳ ନବନୀତ ପ୍ରିୟଦର୍ଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Lc8-yEp3Wjo
ଜେଇଇ ଆଡଭାନ୍ସ ୨୦୨୫ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ୍ ୯୭ ରଖିଛନ୍ତି ଭୁବନେଶ୍ଵରର ନବନୀତ ପ୍ରିୟଦର୍ଶୀ। ୩୬୦ରୁ ୨୮୦ ମାର୍କ ରଖି ପ୍ରଥମ ପ୍ରୟାସରେ ଆଇଆଇଟି ଆଡଭାନ୍ସ ପରୀକ୍ଷାରେ ସଫଳ ହୋଇଛନ୍ତି...
ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ପ୍ରଦର୍ଶନ: ସମଗ୍ର ଭାରତରେ ଦଶମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଟାଇମ୍ସ ହାଇୟର ଏଜୁକେସନ ୨୦୨୫ ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ସମଗ୍ର ଭାରତରେ ଦଶମ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟ ୨୦୨୪ ମସିହାରେ ଅଷ୍ଟଦଶ ସ୍ଥାନରେ ରହିଥିବା ବେଳେ ଚଳିତ...
ଓଡ଼ିଶାରେ ସରିଲା ଖରା ଛୁଟି, ଜୁନ ୨୦ରୁ ଖୋଲିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ଖରାଛୁଟି। ରାଜ୍ୟରେ ଜୁନ ୨୦ ତାରିଖରୁ ସ୍କୁଲ ଖୋଲିବ। ଜୁନ ୧୮ ତାରିଖ ବଦଳରେ ସ୍କୁଲ ଖୋଲିବାକୁ ବିଦ୍ୟାଳାୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ...
କେମିତି ଥିଲା ବେଷ୍ଟ ଗ୍ରାଜୁଏଟ୍ ଅନ୍ଵେଷା ଦାସଙ୍କ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/vnKjG1ETLO0
ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି ଅନ୍ଵେଷା ଦାସ। ଜୁଲୋଜି ଅନର୍ସରେ ସିଜିପିଏ ୯.୬୨ ରଖି ଏହି ସଫଳତା ହାସଲ କରିଛନ୍ତି ଅନ୍ଵେଷା।
ଅନ୍ଵେଷାଙ୍କ ଘର ଭୁବନେଶ୍ଵର ଉପକଣ୍ଠ ଅଟଳାରେ। ଦୃଢ଼...
ପ୍ରକାଶ ପାଇଲା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ: ସୁଜଲ ଶୁଭ୍ରଜିତ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରକାଶ ପାଇଛି ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳାଫଳ।
ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ...
କେମିତି ପଢ଼ିଲେ ରହିବ ଭଲ ମାର୍କ – ଟିପ୍ସ ଦେଲେ ଇକୋନୋମିକ୍ସ ଟପ୍ପର ସଂସ୍କୃତି ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/xfbLo7sUFls
ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ଟପ୍ପର ହୋଇଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗରରେ ରହୁଥିବା ସଂସ୍କୃତି ମହାପାତ୍ର। ଇକୋନୋମିକ୍ସ ଅନର୍ସରେ ୯.୦୩ ସିଜିପିଏ ରଖି ଏହି ସଫଳତା ହାସଲ କରିଛନ୍ତି ସଂସ୍କୃତି।
ଦୃଢ଼ ଇଚ୍ଛାଶକ୍ତି ଏବଂ...
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବାଣିଜ୍ୟ ଟପ୍ପର ବିଜୟଲକ୍ଷ୍ମୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=tuu5qoK5Ogg
ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି ବିଜୟଲକ୍ଷ୍ମୀ ପରିଡ଼ା। ୬୦୦ରୁ ୫୭୫ ମାର୍କ ରଖି ତାଙ୍କୁ ମିଳିଛି ଏହି ସଫଳତା। ପରିଶ୍ରମ ବହୁତ...
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ: ରଜିତ ଗୁପ୍ତା ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/07W1jEF_gw4
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ୨୦୨୫ ରେଜଲ୍ଟ। ଏଥିରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ରାଜସ୍ଥାନର ରଜିତ ଗୁପ୍ତା। ମୋଟ ୩୬୦ରୁ ୩୩୨ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି...
ଓଡ଼ିଶାରେ ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ଫର୍ମ ଦାଖଲ ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଯୁକ୍ତ ୩ ନାମ ଲେଖା ଲାଗି ଫର୍ମ ଦାଖଲ ଅବଧି ବଢ଼ିଛି। ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏଁ ଫର୍ମ ଦାଖଲ କରିପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ଏବଂ...





















