ରଜରେ ଋତୁରାଜଙ୍କ ଗୀତ ମଚେଇବ ଫୁଲ୍‍ ଧମାଲ୍‍

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜାତୀୟ ସ୍ତରରେ ଦେଶର ପ୍ରଥମ ର’ ଷ୍ଟାର ବିଜେତା ଭାବେ ହଜାର ହଜାର ସଙ୍ଗୀତପ୍ରେମୀଙ୍କ ପ୍ରିୟଭାଜନ ହେବାର ପ୍ରାୟ ତିନି ବର୍ଷ ପରେ ଓଡ଼ିଆ ଗାୟକ ଋତୁରାଜ ମହାନ୍ତି ପ୍ରଥମ ଥର...