କାହିଁକି ବାହା ହେଲେନି ନମ୍ରତା ଦାସ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/8B_tYR7Iutw?si=F0k1T_W82jcg2WJP
ଓଲିଉଡର ଜଣେ ଜଣାଶୁଣା ଏବଂ ବରିଷ୍ଠ ଅଭିନେତ୍ରୀ ହେଉଛନ୍ତି ନମ୍ରତା ଦାସ। ୫୦ ବର୍ଷ ଧରି ସେ ଅଭିନୟରେ ସକ୍ରିୟ ଅଛନ୍ତି। ପରଦାରେ ବହୁଥର ବିବାହ କରିଛନ୍ତି, ମଥାରେ ସିନ୍ଦୂର ଲଗାଇଛନ୍ତି।...
ଅନନ୍ତ ବାସୁଦେବ ମନ୍ଦିରର ଅବଢ଼ା ଓ ଏହାର ମାହାତ୍ମ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/HXcRCf8Ty5g?si=DiMsZUSzCG0FmCcY
ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିର। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର କୂଳରେ ଏହି ମନ୍ଦିର ରହିଛି। ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ, ପ୍ରଭୁ ବଳରାମ ଓ ଦେବୀ...
୨୦୨୪ରେ ଅମର ପ୍ରସାଦ ଶତପଥୀଙ୍କୁ କାହିଁକି ମିଳିଲାନି ଟିକେଟ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/1ECwWU3amfY?si=M1D6tK7SzXmgcM60
ଓଡ଼ିଶା ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ୫ ଦଶନ୍ଧିରୁ ଅଧିକ କାଳ ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ର ଆନ୍ଦୋଳନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ...
କଟକର ‘ସତୀଚଉରା’: ଐତିହ୍ୟ ସହରର ଐତିହାସିକ ଶ୍ମଶାନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/hiuzhDcRfCg
ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ...
କେମିତି ହିରୋଇନ ହେଲେ ଉଷଶୀ ମିଶ୍ର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/S8p8WrS0VFo?si=xQFkITveMUgOOzWN
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ସିନେମା ଏବଂ ଯାତ୍ରା ଅଭିନେତ୍ରୀ ଉଷଶୀ ମିଶ୍ର ନିଜ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି।
ଓଲିଉଡରେ ଭର୍ସାଟାଇଲ ଅଭିନେତ୍ରୀଙ୍କ କଥା କହିଲେ ଉଷଶୀ ମିଶ୍ର ହେଉଛନ୍ତି...
ବାଲେଶ୍ୱର: ‘ଭଲ କବିତାର ଖୋଜ୍’ ପକ୍ଷରୁ ଆୟୋଜିତ ହେଲା କବି ସୀତାକାନ୍ତ ମହାପାତ୍ର କାବ୍ୟ ସନ୍ଧ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଏସିପିଏଲ୍ ସମ୍ମିଳନୀ କକ୍ଷରେ ‘ଭଲ କବିତାର ଖୋଜ୍’ର ୮୧ତମ ଆସରରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ରଙ୍କ କବିତା ସମ୍ପର୍କରେ ଏକ କାବ୍ୟ ସନ୍ଧ୍ୟା ଆୟୋଜିତ...
ଅସ୍ୱାଭାବିକ ରକ୍ତସ୍ରାବର ଚିକିତ୍ସା କେମିତି କରାଯାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=sBCFWgL0KL0
ପିରିୟଡ୍ସ ବେଳେ ଅତ୍ୟଧିକ ଓ ଅନିୟମିତ ରକ୍ତସ୍ରାବ ହେବା ଚିନ୍ତାର ବିଷୟ। ଏହା ମେନୋପଜ୍ ପରେ ବି ହୋଇପାରେ।
ତେବେ ଅସ୍ଵାଭିବିକ ରକ୍ତସ୍ରାବ ଏବଂ ସ୍ଵାଭିବିକ ରକ୍ତସ୍ରାବକୁ କେମିତି ଚିହ୍ନିବେ, ଅସ୍ଵାଭିବିକ...
ନିଆଁରେ ପୋଡ଼ିଗଲେ କ’ଣ କରିବେ, କ’ଣ ନୁହେଁ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=FwL2TB87tzY
ଯଦି ଜଣେ ବ୍ୟକ୍ତି, ମହିଳା ଏବଂ ଶିଶୁଙ୍କର କୌଣସି କାରଣ ଯୋଗୁଁ ତ୍ୱଚା ପୋଡ଼ିଯାଉଛି, ତା’ହେଲେ ସଙ୍ଗେସଙ୍ଗେ କ’ଣ କରିବା ଆବଶ୍ୟକ, ଏହା ଜାଣିବା ସମସ୍ତଙ୍କର ଦରକାର। ଏହାଦ୍ୱାରା ଆମେ...
ଶୀତଦିନେ କେମିତି ନେବେ ପିଲାଙ୍କ ଯତ୍ନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=r18fjpztpbE
ଖାସ୍ କରି ଶୀତଦିନେ ଶିଶୁଙ୍କଠାରେ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟା ଦେଖାଦିଏ। ତେଣୁ, ଏହି ସମୟରେ ପିଲାଙ୍କର ଯତ୍ନନେବା ନିହାତି ଜରୁରୀ।
ଶୀତଦିନେ ପିଲାଙ୍କ ଯତ୍ନ କେମିତି ନେବେ, ପିଲାଙ୍କୁ...
ମହାକାଶକୁ ଯିବ ସି. ଭି. ରମଣ ବିଶ୍ୱବିଦ୍ୟାଳୟର ପ୍ରଥମ ଉପଗ୍ରହ ‘ସିଜିୟୁସ୍ୟାଟ୍-୧’
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଭି ରମଣ ଗ୍ଲୋବାଲ ୟୁନିଭରସିଟି (ସିଜିୟୁ) ପକ୍ଷରୁ ବିକଶିତ ହୋଇଛି ପ୍ରଥମ କୃତ୍ରିମ ସ୍ୟାଟେଲାଇଟ୍ ‘ସିଜିୟୁସ୍ୟାଟ୍-୧’। ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ସ୍ୟାଟେଲାଇଟ୍ ଭବେ ଏହାକୁ ଇସ୍ରୋ ପକ୍ଷରୁ ମହାକାଶକୁ ଉତକ୍ଷେପଣ...















