ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫: “ଗବେଷଣା ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ”

ଓଡ଼ିଶାଲାଇଭ୍ ବ୍ୟୁରୋ (ଭଞ୍ଜବିହାର): “ପାରମ୍ପରିକ ଓ ପ୍ରଯୁକ୍ତିର ସମନ୍ୱୟ ରକ୍ଷା କରିବା ସହ ଗବେଷଣା ସ୍ଥାନୀୟ ବିଶେଷତ୍ୱକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ଆଭିମୁଖ୍ୟ ହେବା ଉଚିତ। ଏହା ସହ ସ୍ଥାନୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା...

ଶୀତଦିନେ କେମିତି ନେବେ ତ୍ୱଚାର ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lqVlVb6TJKQ ଶୀତଦିନେ ଥଣ୍ଡା ବଢ଼ିବା କାରଣରୁ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷକରି ତ୍ୱଚା ଶୁଖିଯିବା କାରଣରୁ ଚର୍ମ କୁଣ୍ଡେଇ ହେବା, ତ୍ୱଚା...

ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ: ଉପସ୍ଥାପନ ହେବ ଅତିରିକ୍ତ ବଜେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ। ଅପରାହ୍ଣ ୪ଟାରେ ଗୃହରେ ପ୍ରାୟ ୧୦ ହଜାର କୋଟି ଟଙ୍କାର...

‍‍ଓଡ଼ିଶାକୁ ଗୋଲ୍ଡ ମେଡାଲ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୫ରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି ଓଡ଼ିଶା। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ...

ପ୍ରସନ୍ନ ଆଚାର୍ଯ୍ୟ କହିଲେ – ଜେଲରେ ଅକଥନୀୟ ନିର୍ଯାତନା ଦିଆଯାଉଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ueSlWzADADg ଓଡ଼ିଶା ରାଜନୀତିରେ ବରିଷ୍ଠ ନେତା ତଥା ୧୭ତମ ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଛାତ୍ର ସଂଗଠନରୁ ଯୁବମୋର୍ଚ୍ଚା ଏବଂ ଏହାପରେ ବିଜୁବାବୁଙ୍କ ପ୍ରେରଣାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ରାଜ୍ୟ ଗବେଷଣାର ମହାକୁମ୍ଭ ‘ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭଞ୍ଜବିହାର): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜ୍ୟ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫। ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀରେ...

ଓଡ଼ିଶା ବିଧାନସଭାରେ ଐତିହାସିକ ଦୃଶ୍ୟ: କ’ଣ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଦେଖିବାକୁ ମିଳିଛି ଐତିହାସିକ ଦୃଶ୍ୟ। ପ୍ରଥମଥର ପାଇଁ ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। “ମା’ ଟି ମୋର କେଡ଼େ ନିଜର, ତା’ ସରି କିଛି...

ଶୀତଦିନେ କେମିତି ନେବେ ଶିଶୁଙ୍କ ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=ZGfH1yJdFv4 ଶିଶୁଙ୍କ ଯତ୍ନ ଖୁବ ଗୁରୁତ୍ଵପୂର୍ଣ୍ଣ। ଖାସ୍‌କରି ଶୀତଦିଲେ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ। କାରଣ ଅତ୍ୟଧିକ ଶୀତ ଯୋଗୁଁ ପିଲାମାନଙ୍କୁ ହାଇପୋଥର୍ମିଆ ହେବାର ଆଶଙ୍କା ଅଧିକ ଥାଏ। ତେବେ ଶୀତଦିନେ...

ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ଏହି ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ...

୨୬/୧୧ ମୁମ୍ବାଇ ଆକ୍ରମଣ: ୧୭ ବର୍ଷ ତଳେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କବାଦୀ। ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ...