ଓଡ଼ିଶାରେ ବଢ଼ି ଚାଲିଛି ତାତି: ୩୭ ଡିଗ୍ରୀ ଉପରେ ୧୦ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୦ ସହରର ତାପମାତ୍ରା...
ଆଇସିସି ଚାମ୍ପିୟନ୍ସ ଟ୍ରଫି: ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଶେଷ ଲିଗ୍ ମ୍ୟାଚକୁ ଭାରତ ୪୪ ରନରେ...
ସମୟ ପୂର୍ବରୁ ପ୍ରସବ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Db1iF0zXS4I
୩୭ ସପ୍ତାହ ପୂର୍ବରୁ ପ୍ରସବ ହେବାକୁ ପ୍ରିଟର୍ମ ଡେଲିଭରି କୁହାଯାଏ। ସାଧାରଣତଃ ଗର୍ଭାବସ୍ଥାରେ ଉଚ୍ଚରକ୍ତଚାପ, ମୋଟାପଣ ବା ଅନ୍ୟାନ୍ୟ ସବୁ କାରଣ ଥିଲେ ସମୟ ପୂର୍ବରୁ ପ୍ରସବ ହୋଇଥାଏ। ଏହା...
ଆଇସିସି ଚାମ୍ପିୟନ୍ସ ଟ୍ରଫି: ଆଜି ଶେଷ ଲିଗ୍ ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇ ସାରିଥିବାବେଳେ ଏବେ ଗ୍ରୁପରେ ପ୍ରଥମ ସ୍ଥାନ ହାସଲ ପାଇଁ ପ୍ରତିଦ୍ଵନ୍ଦ୍ଵିତା...
ଖୋଲିଲା ପୋର୍ଟାଲ: ରାସନ କାର୍ଡ ପାଇଁ ଆଜିଠୁ କରନ୍ତୁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାସନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୧ ତାରିଖରୁ ଖୋଲିଲା ପୋର୍ଟାଲ। ନୂଆ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀ...
ଭୁବନେଶ୍ଵରରେ ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ ହେଲା ଫୁଡ୍ ଫେଷ୍ଟିଭାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମର ମିଳିତ ପ୍ରୟାସରେ ଶୁକ୍ରବାର ଦିନ...
ସୁରେଶ ପନ୍ତ: ଓଡ଼ିଶାର ନୂଆ ପିସିସିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଭାବେ ସୁରେଶ ପନ୍ତ ନିଯୁକ୍ତ ହୋଇଛନ୍ତି। ସେ ରାଜ୍ୟ ପିସିସିଏଫ୍ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେବେ। ଏନେଇ ଶନିବାର ରାଜ୍ୟ ସାଧାରଣ...
‘ଷ୍ଟାର୍ଟଅପ୍ ଷ୍ଟୋରି’ – ଜାଣନ୍ତୁ ଯୁବ ଉଦ୍ୟୋଗୀ ଗୌତମ କୁମାରଙ୍କ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=dJ8kl3NR_-4
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଯୁବ ଉଦ୍ୟୋଗୀ ତଥା ତଥା ‘ଫାର୍ ଆଇ’ର ସହ-ପ୍ରତିଷ୍ଠାତା ଗୌତମ କୁମାରଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।
‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍...
ନବ ଦାସ ହତ୍ୟା ମାମଲା: ଦୀପାଳି ଦାସ ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବା ଲାଗି ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ...
ଇଟାଲୀରେ ସ୍ୱତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା: ଯୋଗଦେବେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଟାଲୀର ତୁରିନ୍ ସହରରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେଉଛି ସ୍ଵତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା। ଏଥିରେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥଙ୍କୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କମିଟି...




















