ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ୨୦୦୦ ମସିହାଠାରୁ ୟୁନେସ୍କୋ ପକ୍ଷରୁ ପ୍ରତି ବର୍ଷ ଫେବ୍ରୁଆରି ୨୧ ତାରିଖକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଗୋଟିଏ ଗୋଟିଏ...
ଲିଭର ରୋଗ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=a8dbdOyVEnM
ସୁସ୍ଥ ଲିଭର, ସୁସ୍ଥ ଶରୀର। ଲିଭରକୁ ସୁସ୍ଥ ରଖିବା ନିହାତି ଜରୁରୀ। କାରଣ ଲିଭର ଖରାପ ହେଲେ ଲିଭର ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ମଧ୍ୟ ପଡ଼ିପାରେ।
ତେବେ ଲିଭର ଜନିତ ରୋଗ ହେବାର...
ଭୁବନେଶ୍ୱର ବିମାନବନ୍ଦରକୁ ମିଳିବ ନୂଆ ଟର୍ମିନାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଆରମ୍ଭ ହେବ ତୃତୀୟ ଟର୍ମିନାଲ। ଆଗାମୀ ୨ରୁ ୩ ମାସ ମଧ୍ୟରେ ଟର୍ମିନାଲ ୩ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ୩୦ ହଜାର ବର୍ଗ...
ଓଡ଼ିଶାରେ ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜି, ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଫେବ୍ରୁଆରି ୨୧ ତାରିଖରୁ...
ରେଳବାଇର ଉତ୍ତରପୂର୍ବ ଜୋନରେ ୧୧୦୪ଟି ‘ଆପ୍ରେଣ୍ଟିସ୍’ ପଦବୀ ପାଇଁ ଆବେଦନ ଜାରି, ଫେବ୍ରୁଆରି ୨୩ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇର ଉତ୍ତରପୂର୍ବାଞ୍ଚଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଉତ୍ତରପୂର୍ବାଞ୍ଚଳ ଡିଭିଜନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୧,୧୦୪ଟି ପଦବୀ ପୂରଣ ହେବ।
ଏହି ପଦବୀ...
ବାଲେଶ୍ଵର: ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତ ପ୍ରସଙ୍ଗରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ମିଳିତ ସହଯୋଗରେ 'ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତ' ପ୍ରସଙ୍ଗରେ...
କିଟ୍ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ଆଇନ ମନ୍ତ୍ରୀ କହିଲେ “ଦୋଷୀଙ୍କୁ ଛଡ଼ାଯିବ ନାହିଁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନ ଯେତେ ଗଡ଼ୁଛି ବିବାଦ ସେତେ ବଢ଼ୁଛି। କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ନେଉନି। ବିଭିନ୍ନ ମହଲାରୁ ଆରମ୍ଭ ହୋଇଛି ବିରୋଧ ଓ ଆନ୍ଦୋଳନ।...
ସ୍ନାନ ଯୋଗ୍ୟ ନୁହେଁ ମହାକୁମ୍ଭରେ ସଙ୍ଗମ ସ୍ଥଳର ଜଳ! ନଦୀରେ ମିଶୁଛି ଡ୍ରେନ ପାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକୁମ୍ଭ ଜଳକୁ ଶୁଦ୍ଧ କରିବାରେ ବିଫଳତା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ଏନଜିଟିର ଭର୍ସନା। ମଇଳା ପାଣିରେ ବୁଡ଼ ପକାଇଲେଣି ୫୦ କୋଟିରୁ ଅଧିକ ଭକ୍ତ।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ...
ସ୍ତନ କର୍କଟକୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=9x83yHddHLU&t=1s
ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ପୁରୁଷ ଓ ମହିଳା ଉଭୟଙ୍କୁ ହୋଇପାରେ। ଏହାର ଲକ୍ଷଣକୁ ଆଗୁଆ...
ଦିଲ୍ଲୀରେ ନୂଆ ସରକାର: ଜାଣନ୍ତୁ ରେଖାଙ୍କ ମନ୍ତ୍ରିମଣ୍ଡଳରେ କିଏ ହେଲେ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଦିଲ୍ଲୀରେ ଚାଲିବ ରେଖାଙ୍କ ସରକାର। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପରବେଶ ବର୍ମା। ରେଖାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି...





















