ଜାଣନ୍ତି କି, ପାନ୍କ୍ରିଆଟାଇଟିସ୍ ରୋଗକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Xoz6yVmPgBs
ପାନ୍କ୍ରିଆଟାଇଟିସ୍ ରୋଗ ଅତ୍ୟଧିକ ମଦ୍ୟପାନ, ଚର୍ବିଯୁକ୍ତ ଖାଦ୍ୟ ଏବଂ ଗଲ୍ ବ୍ଲାଡରରେ ଷ୍ଟ୍ରୋନ୍ ହେବା ଯୋଗୁଁ ହୋଇପାରେ। ଏହା ଯୋଗୁଁ ପେଟରେ ଯନ୍ତ୍ରଣା, ବାନ୍ତି, ହଠାତ୍ ଓଜନ କମିଯିବା ଏବଂ...
ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ଫସିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ: ଆଜି ଘରେ ପଶିଲା ସିବିଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ରିଜ ଆଣ୍ଡ ରୁଫ୍ କମ୍ପାନି ସହ ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସେ ଛନ୍ଦି...
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ କୃଷ୍ଣ ଷଷ୍ଠୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ଆସନ୍ତା ଚଳିତ ଥର ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଉଛନ୍ତି ପ୍ରାୟ ୩ ଲକ୍ଷ...
ଜ୍ଞାନେଶ କୁମାର: ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ଜ୍ଞାନେଶ କୁମାର। ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ଏବେ ଜ୍ଞାନେଶ କୁମାର...
ରାଜ୍ୟ ବଜେଟରେ କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟ ବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ବିଧାନସଭାରେ ୨୦୨୫-୨୬ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଚଳିତ ବଜେଟରେ...
ଓଡ଼ିଶା ବଜେଟ୍ ୨୦୨୫-୨୬: କେଉଁ ବିଭାଗକୁ ମିଳିଲା କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍...
ହଷ୍ଟେଲ କ୍ୟାମ୍ପସରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କିଟ୍ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ହଷ୍ଟେଲ କ୍ୟାମ୍ପସ ଭିତରେ ଜଣେ ନେପାଳୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ଲାଗି ରହିଛି ଉତ୍ତେଜନା। ମୃତ ଛାତ୍ରୀ ହେଉଛନ୍ତି ବିଟେକ୍ ତୃତୀୟ ବର୍ଷର ପ୍ରକୃତି ଲମସାଲ।
ଛାତ୍ରୀଙ୍କ...
ବିଧାନସଭାରେ ଉପସ୍ଥାପିତ ହେଲା ଓଡ଼ିଶା ବଜେଟ୍ ୨୦୨୫-୨୬: ଲାଇଭ୍ ଅପଡେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୫-୨୬। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାର ଆଣିଥିବା ଏହି ବଜେଟରେ।
ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬...
ସିସିଏଲ୍ ୨୦୨୫: ପଞ୍ଜାବ ଓ ବେଙ୍ଗଲ ଟିମ୍ ପାଇଁ ଲକି ସାବ୍ୟସ୍ତ ହେଲା ବାରବାଟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସେଲିବ୍ରିଟି କ୍ରିକେଟ ଲିଗ (ସିସିଏଲ୍) ୨୦୨୫। ୧୧ ବର୍ଷ ପରେ ପୁଣି ଫେରିଥିବା ସିସିଏଲକୁ ନେଇ ଚାରିଆଡେ ଦେଖିବାକୁ ମିଳିଥିଲା ଖେଳପ୍ରେମୀଙ୍କ ଉତ୍ସାହ।...





















