ଟପ୍ପରଙ୍କ ଟିପ୍ସ: ପ୍ରିୟାଂଶୁ କହିଲେ କେମିତି ପଢ଼ିଲେ ପାଇବେ ଓଏଏସ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=mkB9vmmBSiY&t=10s
ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ର ଟପ୍ପର ହେଉଛନ୍ତି ପ୍ରିୟାଂଶୁ ପାଲ। କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସ ଯୋଗୁଁ ଏହି ପରୀକ୍ଷାରେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି...
ବିହାର: ଭାଗଲପୁରରେ ଡିସେମ୍ବର ୨୭ରୁ ଦୁଇଦିନିଆ ଡବ୍ଲ୍ୟୁଜେଏଆଇର ପ୍ରତିଷ୍ଠା ଦିବସ ଓ ୱେବ ମିଡିଆ ସମାଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିହାର): ଭାଗଲପୁରଠାରେ ଡିସେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଆୟୋଜିତ ହେବାକୁ ଯାଉଛି ୱେବ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ ଇଣ୍ଡିଆ (ଡବ୍ଲ୍ୟୁଜେଏଆଇ) ର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ...
ଆଟମୋସ୍ଫିୟର କୋରର ଏମଡି ସୌଭାଗ୍ୟ ମହାପାତ୍ରଙ୍କୁ ହସ୍ପିଟାଲିଟି ଏବଂ ଟୁରିଜିମରେ ‘ଡକ୍ଟରେଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଟେଲ୍ ଏବଂ ପର୍ଯ୍ୟଟନ ଶିଳ୍ପର ଜଣାଶୁଣା ବ୍ୟକ୍ତିତ୍ଵ ସୌଭାଗ୍ୟ ମହାପାତ୍ରଙ୍କୁ ଗ୍ୟାଙ୍ଗଟକସ୍ଥିତ ଆଇସିଏଫଏଆଇ ବିଶ୍ଵବିଦନ୍ୟାଳୟ ତରଫରୁ ହସ୍ପିଟାଲିଟି ଏବଂ ଟୁରିଜିମରେ ‘ଡକ୍ଟରେଟ’ ଉପାଧି ପ୍ରଦାନ କରାଯାଇଛି। ଆଟମୋସ୍ଫିୟର କୋରର ଭାରତ, ନେପାଳ,...
ଡିସେମ୍ବର ୧୭ରେ ଓଟିଇଟି ପରୀକ୍ଷା: ଆଜିଠୁ ଅନଲାଇନ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧୭ ତାରିଖରେ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷା। ଏଥିପାଇଁ ନଭେମ୍ବର ୧୨ରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ। ନଭେମ୍ବର ୨୫ ତାରିଖ ଯାଏଁ ଏହି ପ୍ରକ୍ରିୟା...
ସରିଲା ନୂଆପଡ଼ା ବିଧାନସଭା ଉପନିର୍ବାଚନ: ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଭୋଟ ଗ୍ରହଣ। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। କାହା ସପକ୍ଷରେ ଆସିବ ଜନମତ, ତା’ ଉପରେ ରହିଛି ସମସ୍ତଙ୍କ ନଜର।
ସକାଳ ୭ଟାରୁ ଭୋଟ...
ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ କହିଲେ – “ଦୋଷୀକୁ ଛଡ଼ାଯିବ ନାହିଁ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର କାର୍ ବୋମା ବିସ୍ଫୋରଣକୁ ନେଇ ସାରା ଦେଶରେ ଆତଙ୍କ ଖେଳିଯାଇଛି। ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କର...
ଭାରତର ସବୁଠାରୁ ବଡ଼ ଦାନୀ – ଶିବ ନାଦର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/jekIFtOTtcc
ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ପାଲଟିଛନ୍ତି ଏଚସିଏଲ ଟେକ୍ନୋଲୋଜିଜ୍ ପ୍ରତିଷ୍ଠାତା ଶିବ ନାଦର। ୨୦୨୪-୨୫ ଆର୍ଥିକ ବର୍ଷରେ ସେ ଓ ତାଙ୍କ ପରିବାର ୨,୭୦୮ କୋଟି ଟଙ୍କା ଦାନ କରି ଏଡେଲଗିଭ୍...
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତା ବାଛୁଛନ୍ତି ନୂଆପଡ଼ା ଜନତା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଚାଲିଛି ମତଦାନ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା...
ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ବଡ଼ ଧରଣର ବିସ୍ଫୋରଣ: ୮ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଲାଲ୍କିଲ୍ଲା ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟି ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁଚନା...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁର): ‘ବ୍ରେନ୍ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ତେଣୁ, ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରହ୍ମପୁର...





















