ଆସନ୍ତାକାଲି ଆସିବ ବଜେଟ୍ ୨୦୨୫-୨୬: ଆସନ୍ତୁ ଜାଣିବା କେମିତି ରହିବ ଏହାର ରୂପରେଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲିବେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପେଡ଼ି। ପ୍ରତି ବର୍ଷ ପରି ଏଥର ମଧ୍ୟ ବଜେଟରେ କ’ଣ ଶସ୍ତା ଓ କ’ଣ...
ଗିରଫ ହେଲେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଭୁବନେଶ୍ଵର, ପୁରୀ,...
ଭୁବନେଶ୍ଵର: କୁଷ୍ଠ ରୋଗୀଙ୍କ ପ୍ରତି ଭେଦଭାବ ଦୂର ପାଇଁ ‘ଗ୍ଲୋବାଲ ଅପିଲ୍ ୨୦୨୫’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ଭେଦଭାବର ଅନ୍ତ ପାଇଁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଗ୍ଲୋବାଲ ଅପିଲ୍ ୨୦୨୫ କାର୍ଯ୍ୟକ୍ରମ। ଜାନୁଆରି ୩୦ରେ ବିଶ୍ଵ କୁଷ୍ଠ ଦିବସ ଅବସରରେ ଏହାର ଶୁଭାରମ୍ଭ...
ଫେବ୍ରୁଆରି ୨ରୁ ଚାରିଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବସନ୍ତ ପଞ୍ଚମୀ ଏବଂ ବନକଲାଗି ନୀତି ପାଇଁ ପୁରୀ ଶ୍ରୀମନ୍ଦିରରେ ହେବାକୁ ଥିବା ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଚାରିଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଆସନ୍ତା ଫେବ୍ରୁଆରି ୨,...
ଓଡ଼ିଶାରେ ଆରମ୍ଭ ହେଲାଣି ତାତି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ଏବେ ଶୀତ ଉଭାନ ହେବାସହ ଖରା ବଢ଼ିବାରେ ଲାଗିଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ହାରାହାରି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ବିଶେଷ...
ଆଜ୍ମା ରୋଗକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=0XqzTA4bdO8
ଆଜ୍ମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାଏ।
ତେବେ ଆଜ୍ମା...
ଓଡ଼ିଶାର ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେଲେ ମଧୁସୂଦନ ପାଢ଼ୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ମଧୁସୂଦନ ପାଢ଼ୀ। ଶୁକ୍ରବାର ଭୁବନେଶ୍ଵରସ୍ଥିତ ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ସେ ଦାୟିତ୍ଵ ନେଇଛନ୍ତି। ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ...
ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ: ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହୋଇଛି ଭାରତୀୟ ସଂସଦର ବଜେଟ୍ ଅଧିବେଶନ। ଶୁକ୍ରବାର ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଶନିବାର ଅଷ୍ଟାଦଶ...
ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ୍’ର ଦ୍ଵିତୀୟ ଦିନ: ଜନଜାତି ପ୍ରସଙ୍ଗରେ କବିତା ପାଠ କଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଅନ୍ତର୍ଜାତୀୟ ସଂସ୍କୃତି ମହୋତ୍ସବ ‘ଉନୁରୁମ୍’। ମହୋତ୍ସବର ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ...
ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଶ୍ଵଦର୍ଶୀ ସାହୁଙ୍କର ୭ଟି ଠିକଣା ଉପରେ...





















