ମିଛ ପରିଚୟରେ ଲୁଟୁଥିଲେ: ଖୋଲୁଛି ହଂସିତା ଅଭିଲପ୍ସା-ଅନିଲ ମହାନ୍ତିଙ୍କ ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ ନାମୀ ଦମୀ ଗାଡ଼ିରେ ବୁଲୁଥିଲେ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁ କହି ବଡ଼ବଡ଼ିଆଙ୍କୁ ଠକୁଥିଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି। ଅନିଲ-ହଂସିତା...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ: ଆଜି କଂସ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vgOhS5ho9WY ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ...

ଜମ୍ମୁ କଶ୍ମୀରର ସୋନମର୍ଗରେ ଜେଡ୍-ମୋର୍ ଟନେଲ୍ ଉଦଘାଟିତ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରର ସୋନମର୍ଗରେ ଉଦଘାଟିତ ହୋଇଛି ଜେଡ୍-ମୋର୍ ଟନେଲ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ...

‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ...

ସହଜ ଅକ୍ଷର ଶିକ୍ଷା: ଓଡ଼ିଆ ଲେଖନ ଶିଖିବା ପାଇଁ ଉପଯୁକ୍ତ ସାଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସହଜ ଅକ୍ଷର ଶିକ୍ଷା’ ଏକ ପୁସ୍ତକ ଠାରୁ ମଧ୍ୟ ଅଧିକ। ଏହା ପିଲାମାନଙ୍କୁ ଆକର୍ଷଣୀୟ ଢଙ୍ଗରେ ଓଡ଼ିଆ ଲେଖା ଶିଖାଇବା ଦିଗରେ ଏକ ଅଭିନବ ପଦକ୍ଷେପ। ‘ଲିପି ଶିକ୍ଷା’ ଏକ ପୁସ୍ତକ ଭାବରେ...

ପ୍ରୟାଗରାଜରେ ଆରମ୍ଭ ହେଲା ‘ମହାକୁମ୍ଭ’ ମେଳା, ବୁଡ଼ ପକାଇଲେ ୫୦ ଲକ୍ଷରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ବିଶ୍ଵର ସର୍ବବୃହତ ଅଧ୍ୟାତ୍ମିକ ମେଳା ‘ମହାକୁମ୍ଭ’। ପୌଷ ପୂର୍ଣ୍ଣିମାରେ ସକାଳୁ ସକାଳୁ ୫୦ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର...

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସମାରୋହରେ ୨୨ ଜଣ ଯୁବ ସାହିତ୍ୟିକ ପୁରସ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡାଙ୍କୁ ମିଳିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର।  ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ...

ଧନୁଯାତ୍ରା ଆସିଲେ କଳାକୁଞ୍ଜକୁ ମନେ ପକାନ୍ତି ବରଗଡ଼ବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମହାରାଜ କଂସଙ୍କ ଦରବାରରେ ରାଜଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧନୁଯାତ୍ରା ମହୋତ୍ସବ ଆରମ୍ଭରୁ ଏ ପର୍ଯ୍ୟନ୍ତ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି। କଂସ ମହାରାଜଙ୍କ ଶାସନ ଓ କୃଷ୍ଣପ୍ରେମରେ ବିଭୋର ହେଉଛନ୍ତି ହଜାର ହଜାର...

ଆଜି ପବିତ୍ର ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ରତ୍ନସିଂହାସନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର...