ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...
ପ୍ରଶାନ୍ତ ନନ୍ଦ କହିଲେ – କୋଲକାତା ଅନୁଭୂତି କେବେ ଭୁଲି ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=PNZBaYEIpIs&t=4s
ଓଡ଼ିଆ ସିନେମା ଜଗତର ପ୍ରତିଷ୍ଠିତ ନାଁ ପ୍ରଶାନ୍ତ ନନ୍ଦ। ‘ଶେଷ ଶ୍ରାବଣ’, ‘ସ୍ୱପ୍ନ ସାଗର’, ‘ଡୋରା’ ଭଳି ଅନେକ ସୁପରହିଟ୍ ଓଡ଼ିଆ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଅଭିନେତା, ନିର୍ଦ୍ଦେଶକ,...
ଛତିଶଗଡ଼: ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zkm3nEiQHAI
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଏକ ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକକୁ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଟ୍ରେନ ମଧ୍ୟରେ ଧକ୍କା...
କାହିଁକି ଦେବାଳିଆ ହୋଇଗଲେ ମଧୁସୂଦନ ଦାସ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_Fqb9z82ZZI
ଉତ୍କଳର ବରପୁତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁସୂଦନ ଦାସଙ୍କ ଶେଷ ଜୀବନ ଚରମ ଆର୍ଥିକ ଦୁଃସ୍ଥିତି ଭିତରେ କଟିଥିଲା। ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ...
ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ଜୋରଦାର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଛାରଖାର ହୋଇଯାଇଛି ସୁପ୍ରିମକୋର୍ଟ ପରିସର। ବିସ୍ଫୋରଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।...
ବାଲେଶ୍ଵର: ‘ଚନ୍ଦ୍ରଭାଗୋତ୍ସବ’ ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜାତୀୟସ୍ତରୀୟ ‘ଚନ୍ଦ୍ରଭାଗୋତ୍ସବ’ ଆୟୋଜନ ପାଇଁ ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ଜାତୀୟସ୍ତରୀୟ ଚିତ୍ରକଳା, ବହୁଭାଷୀ ସଂଗୀତ, ନାଟକ-କଥା-କବିତା...
ଏକ୍ସରସାଇଜ କରୁଛନ୍ତି କି, ଜାଣନ୍ତୁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=zLX4FkLAyMA&t=1s
ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍ ନିହାତି ଜରୁରୀ। କାରଣ ସଠିକ୍ ଡାଏଟ୍ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ।
ଖେଳାଳିମାନଙ୍କ ପାଇଁ...
କେଉଁ ବିଷୟକୁ ଅଧିକ ଗୁରୁତ୍ଵ ଦେଉଥିଲେ ଓସିଏସ୍ ଟପ୍ପର ପ୍ରିୟାଂଶୁ ପାଲ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fDYX-HRsfSU
ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ର ଟପ୍ପର ହେଉଛନ୍ତି ପ୍ରିୟାଂଶୁ ପାଲ। କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସ ଯୋଗୁଁ ଏହି ପରୀକ୍ଷାରେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି...





















