ଭାରତରେ କେଉଁ ରାଜ୍ୟରେ କେମିତି ପାଳନ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ସ୍ଥାନରେ ପାଳନ କରାଯାଏ ଦୀପାବଳି। କିନ୍ତୁ ସବୁ ସ୍ଥାନରେ ଦୀପାବଳିର ମହତ୍ତ୍ୱ ଏବଂ ପରମ୍ପରା ଭିନ୍ନ ଭିନ୍ନ। ଏମିତି କେତେକ ସହର ରହିଛି ଯେଉଁଠାରେ କିଛି ନିଆରା ଢ଼ଙ୍ଗରେ...

କାହିଁକି ପାଳନ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି। ଦୀପାବଳି...

ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଘରଠାରୁ...

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଜୟ ଢୋଲକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ବିଜେପି ନେତା ଏବଂ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରାର୍ଥିପତ୍ର...

‘ହସ’ର ସୌଦାଗର ଦେବୁ ବ୍ରହ୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Ys9Ph2Ie8UI ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଦେବୁ ବ୍ରହ୍ମା। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଘରେ ଘରେ ହାସ୍ୟ...

ଚିଙ୍ଗୁଡ଼ି ଖୋଳପାରୁ ପରିବେଶ ଅନୁକୂଳ ଜୈବ ଉତ୍ପାଦ ପାଇଁ ପେଟେଣ୍ଟ ପାଇଲେ ବାଲେଶ୍ୱରର ଗବେଷକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଚିଙ୍ଗୁଡ଼ି ଖୋଳପାରୁ ପରିବେଶ ଅନୁକୂ ଜୈବ ଉତ୍ପାଦ ପ୍ରସ୍ତୁତ କରିବା ପେଟେଣ୍ଟ ପାଇଛନ୍ତି ବାଲେଶ୍ୱର ଜିଲ୍ଲାର ଦୁଇଜଣ ଗବେଷକ ଡକ୍ଟର ସିଦ୍ଧାର୍ଥ ପତି ଏବଂ ଡକ୍ଟର...

କେତେବେଳେ କରିବେ ଡାଏବେଟିସ୍ ଟେଷ୍ଟ?

 ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=AJ3ycHKo1oI ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି। ଏହା ମଧ୍ୟରୁ ଏବେ ଡାଏବେଟିସ ବା ମଧୁମେହ ଚିନ୍ତାର କାରଣ ପାଲଟିଛି। ଡାଏବେଟିସ୍ କାହାକୁ...

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ଜାରି ହେଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜେଡି। ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନୂଆପଡ଼ା ବିଧାନସଭା...

କେମିତି କମିବ କୋଲେଷ୍ଟେରୋଲ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=-iRE0an4gm4 ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟେରୋଲର ମାତ୍ରା ବଢ଼ିଯାଇଥାଏ। ଯଦି ଶରୀରରେ କୋଲେଷ୍ଟେରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେ ନାହିଁ, ତେବେ ଏହା...

ବାବୁ ସିଂ କହିଲେ – କେମିତି ବଦଳିଛି ଭୁବନେଶ୍ଵର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=7oe5lI7WxRE ଓଡ଼ିଶା ରାଜନୀତିର ଲୋକପ୍ରିୟ ନେତା ବାବୁ ସିଂ। ଛାତ୍ର ଜୀବନରୁ ରାଜନୀତି ସହ ସେ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯୁକ୍ତ ୨ ପାଠ...