ଓଡ଼ିଶା ଦିବସ ସମାରୋହ: ବରପୁତ୍ରଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆଜି ପାଳନ କରିଛି ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୨ ବର୍ଷ ପୂର୍ତ୍ତି ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ରାଜ୍ୟ...
ମହାଭିଯୋଗ: ରାଜ୍ୟସଭାର ଅନୁମତି ନମିଳିଲେ ସୁପ୍ରିମକୋର୍ଟ ଯିବ କଂଗ୍ରେସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ମହାଭିଯୋଗ ପ୍ରସ୍ତାବକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଦିନକୁ ଦିନ ଘନେଇବାରେ ଲାଗିଛି। ସୋମବାର ଦିନ ରାଜ୍ୟସଭାରେ...
ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ: ଜାଣନ୍ତୁ କ’ଣ ହେବ ମହଙ୍ଗା-ଶସ୍ତା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ପହିଲାରୁ ଆରମ୍ଭ ହେଉଛି ୨୦୧୮-୧୯ ଆର୍ଥିକ ବର୍ଷ। ବର୍ଷ ଆରମ୍ଭରୁ କ'ଣ ଶସ୍ତା ଏବଂ କ'ଣ ମହଙ୍ଗା ହେବ ଜାଣନ୍ତୁ ଏହି ରିପୋର୍ଟରୁ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର...
ନିଜ ଫେସବୁକ୍ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ କିଛି ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେସ୍ବୁକ୍ରେ ଡାଟା ଲିକ୍ ହେବା ପରେ ଅନେକ କ୍ଷତି ସହିବାକୁ ପଡ଼ିଛି। ଡାଟା ଲିକ୍ ହେବାପରେ ଫେସବୁକ ନିଜର ପ୍ରାଇଭେସି ଓ ସିକ୍ୟୁରିଟି ଫିଚରରେ ବଡ଼ ପରିବର୍ତ୍ତନ ଆଣିଛି। ଡାଟା ଲିକ୍...
ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ସୁପର୍ କପ୍ ଫୁଟବଲ୍ ଲଢ଼େଇ: ଟିକେଟ୍ ମୂଲ୍ୟ ମାତ୍ର ୨୦ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ଅନ୍ୟତମ ପେସାଦାର ପ୍ରତିଯୋଗିତା ସୁପର କପ୍ ଫୁଟ୍ବଲ ପ୍ରଥମ ସଂସ୍କରଣ ଆରମ୍ଭ ହେଉଛି । ୧୬ ଦଳ, ୧୫...
ୟାମୀ ଗୌତମଙ୍କ ପୋଲ୍ ଡ୍ୟାନ୍ସ ପଛରେ ରହସ୍ୟ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର ଲୋକପ୍ରିୟ ନାୟିକା ୟାମୀ ଗୌତମ୍ ଆଜିକାଲି ପୋଲ୍ ଡ୍ୟାନସ୍ କରୁଛନ୍ତି। ସେ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ପୋଲ ଡ୍ୟାନ୍ସ କରୁଛନ୍ତି ୟାମୀ।
ବଲଇଉଡ ନାୟିକା...
ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା: ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମଶ୍ୱର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ନେଇ ବଢ଼ୁଛି ବିବାଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଥିବା ପୁଣି ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜେ ଚେଲମଶ୍ୱର।
ନ୍ୟାୟପାଳିକାରେ କେନ୍ଦ୍ର...
ଏପ୍ରିଲ ୨୫ରେ ପୁନଃ ପରୀକ୍ଷା: ଅର୍ଥନୀତିରେ ପରୀକ୍ଷା ଦେବେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୫ ତାରିଖରେ ହେବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା। ଏନେଇ ସିବିଏସ୍ଇ କର୍ତ୍ତୃପକ୍ଷ ଶୁକ୍ରବାର ଅପରାହ୍ଣରେ କରିଛନ୍ତି ଘୋଷଣା। ତେବେ ଦଶମ ଶ୍ରେଣୀର ଗଣିତ ପରୀକ୍ଷା କେବେ ହେବ...
ଓଡ଼ିଶା କଂଗ୍ରେସ ପ୍ରଭାରି: ହଟିଲେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା କଂଗ୍ରେସ ସଙ୍ଗଠନ କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି। ପିସିସି ପ୍ରଭାରି ପଦରୁ ବି କେ ହରିପ୍ରସାଦଙ୍କୁ ହଟାଇଛନ୍ତି। ହରିପ୍ରସାଦଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର...
ସୋସିଆଲ ମିଡିଆରେ ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ପୁଣି ଗୁଜବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର। କିଛି ଲୋକ ଆଗ ପଛ ବିଚାର ନକରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି। ହେଲେ...





















