ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ: ଆଜି ବି ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ। ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ।...

କେମିତି ଭଲ ହେବ ମଳକଣ୍ଟକ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=oGMnGu8BJSo ଅଧିକ ଦିନ ଧରି କୋଷ୍ଠକାଠିନ୍ୟ ଲାଗି ରହିଲେ ଏହା କଳକଣ୍ଟକ ଓ ଅର୍ଶକୁ ଗତି କରିଥାଏ। ତେଣୁ କୋଷ୍ଠକାଠିନ୍ୟ ସମସ୍ୟାର ନିରାକରଣ କରିବା ନିହାତି ଜରୁରୀ। ତେବେ ପ୍ରାଥମିକ ଅବସ୍ଥାରୁ ମଳକଣ୍ଟକ...

କଟକ ଦଶହରାରେ କେମିତି ଆରମ୍ଭ ହେଲା ଚାନ୍ଦିମେଢ଼?

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

ଭୁବନେଶ୍ଵର କ୍ଲବର ନୂଆ ସଭାପତି ପ୍ରଦୀପ କୁମାର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/zNywlGTD3EY ଭୁବନେଶ୍ଵର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ...

ଯୁବାବସ୍ଥାରେ ଡାଏବେଟିସକୁ କେମିତି ରୋକି ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=yJHKVTECqIQ ଅଳ୍ପ ବୟସରୁ ଡାଏବେଟିସ୍‌ ହେବା ହୁଏତଃ ବଂଶାନୁଗତ ହୋଇପାରେ। ବର୍ତ୍ତମାନ ଏଥିପାଇଁ ଜେନେଟିକ୍‌ ଦାୟୀ ନୁହେଁ, ବରଂ ଦାୟୀ ହେଉଛି ଆମର ଜୀବନଶୈଳୀ ଓ ଖାଦ୍ୟପେୟ। ଫାଷ୍ଟଫୁଡ୍‌, ଶାରୀରିକ ପରିଶ୍ରମର...

ବିଶାଖା ଟପ୍ପୋ: ପ୍ରଥମ ଆଦିବାସୀ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି

ସତୀଶ ଶର୍ମା ଆସାମର ଗୁଆହାଟୀରେ ଆସନ୍ତା ଅକ୍ଟୋବର ୬ରୁ ୧୧ ତାରିଖ ଯାଏଁ ଖେଳାଯିବାକୁ ଥିବା ବିଶ୍ଵ କନିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ବିଶାଖା ଟପ୍ପୋ। ପ୍ରଥମ...

ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ...

ଡାଏବେଟିସ୍ ଟେଷ୍ଟ କେତେବେଳେ କରିବା ଜରୁରୀ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=AJ3ycHKo1oI ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ବର୍ତ୍ତମାନ ବିଭିନ୍ନ ରୋଗ ଦେଖାଦେଉଛି। ଏବେ ଡାଏବେଟିସ୍ ବା ମଧୁମେହ ରୋଗ ମଣିଷ ଶରୀରର ସବୁ ଦିନିଆ ଅତିଥି ହୋଇଗଲାଣି। ଆଜିର...

ଆଜି ବି ଚାଲିପାରିଲାନି ବିଧାନସଭା: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମଧ୍ୟ ଚାଲିପାରିଲାନି ବିଧାନସଭା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଟାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର...

ଆଇଫୋନ-୧୭ ପାଇଁ ମାରପିଟ୍ ଓ ଧସ୍ତାଧସ୍ତି  

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/wu8iybuc0d0 ଆଇଫୋନ କିଣିବା ପାଇଁ ମାରପିଟ୍ ଓ ଧସ୍ତାଧସ୍ତି। କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ଘଟଣାଟି ମୁମ୍ବାଇରେ ଥିବା ଆପଲ୍ ଷ୍ଟୋର ସମ୍ମୁଖରେ ଦେଖିବାକୁ ମିଳିଛି। ଭାରତରେ...