ଉତ୍କଳିକା ପକ୍ଷରୁ ବାଲେଶ୍ଵରରେ ଆରମ୍ଭ ହେଲା ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର 'ଉତ୍କଳିକା' ପକ୍ଷରୁ ବାଲେଶ୍ୱର ସହରରେ ଏକ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ବସଷ୍ଟାଣ୍ଡ...

ଦକ୍ଷିଣ ଆଫ୍ରିକାକୁ ହରାଇ ଟି-୨୦ ସିରିଜ ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ହରାଇ ସିରିଜ ଜିତିଛି ଭାରତ। ଅହମ୍ମଦାବାଦରେ ହୋଇଥିବା ଶେଷ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା...

ନକ୍ସଲ ଶିବିରରୁ ନିର୍ବାଚନ ମଇଦାନ: ପ୍ରସନ୍ନ ପାଟ୍ଟଶାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ZA6utjuOdzs ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ। ୪ ଦଶନ୍ଧିରୁ ଅଧିକ ସମୟ ଓଡ଼ିଶା ରାଜନୀତିରେ ସେ ସକ୍ରିୟ ରହିଛନ୍ତି। ବିଧାୟକ, ମନ୍ତ୍ରୀ ଓ ସାଂସଦ ଭାବେ ତାଙ୍କର...

ଜଳେଶ୍ଵର: ଉଦଯାପିତ ହେଲା ତିନିଦିନିଆ ଜଉକଣ୍ଢେଇ କାର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ହୋଇଥିବା ତିନିଦିନିଆ ଜଉକଣ୍ଢେଇ...

ଗୋଟିପୁଅ ନୃତ୍ୟର କିଛି ଜଣା ଅଜଣା କଥା

କପିଳାସ ଭୂୟାଁ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡ଼େ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ, ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ...

ପିସିଓଏସ୍ ଯୋଗୁଁ ଗର୍ଭଧାରଣରେ ସମସ୍ୟା ହୋଇପାରେ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=1hlU8tCg3BI ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ୍‌ ବା ପିସିଓଏସ୍‌ ହେଉଛି ଏକ ପ୍ରକାର ହରମୋନ୍‌ ଜନିତ ସମସ୍ୟା। ଏହା ଫଳରେ ଜଣେ ମହିଳାଙ୍କର ପିରିୟଡ୍‌ସରେ ଅନିୟମିତତା ଏବଂ ଗର୍ଭଧାରଣରେ ସମସ୍ୟା ହୋଇଥାଏ। କିନ୍ତୁ, ସୁସ୍ଥ...

‘ଅଖିଳ ଦିବସ’ ଅବସରରେ ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକଙ୍କୁ ‘ଶିଖର ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କର ଜୟନ୍ତୀ 'ଅଖିଳ ଦିବସ' ଅବସରରେ ଭୁବନେଶ୍ଵରସ୍ଥିତ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଏକ ସାରସ୍ଵତ ସମାଗମ ଆୟୋଜିତ ହୋଇଯାଇଛି। ଅଖିଳ ମୋହନ...

ଗୃହୀତ ହେଲା ଭିବି-ଜି ରାମ ଜି ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମିଣ (ଭିବି-ଜି ରାମ ଜି) ବିଲ୍ ୨୦୨୫ ସଂସଦରେ ଗୃହୀତ ହୋଇଛି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ...

ବାଲେଶ୍ୱରରେ ଡିସେମ୍ବର ୨୨ରୁ ‘କୋଶମ୍ଵ ମେଳା ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା 'କୋଶମ୍ୱ-୨୦୨୫' ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ବାଲେଶ୍ଵର ପୋଲିସ ପଡ଼ିଆଠାରେ ଆୟୋଜିତ ହେବାକୁ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଲମ୍ବା ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍‌’ର ସ୍ୱତନ୍ତ୍ର ପ୍ରୟାସ। ଲୋକସଂସ୍କୃତିର...