ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କୁ ‘ଅକ୍ଷର କଥାକାର ସମ୍ମାନ-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ‘କଥା ସାହିତ୍ୟ ପର୍ବ’ ଓ ‘କଥାକାର ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଗର୍ଭାବସ୍ଥାରେ ସମସ୍ୟା କେତେବେଳେ ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=azyQtf7VAQQ ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ...

ସରକାରୀ ବସରେ ମାଗଣା ଯାତ୍ରା କରିବେ ସ୍କୁଲପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://youtube.com/shorts/OO0-bXDIryI?si=8DIP3yiRbjGoMH5p ଏଣିକି ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଆବଶ୍ୟକ। ସ୍କୁଲ ଆଇଡେଣ୍ଟିକାର୍ଡ ଦେଖାଇ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।...

ଡାକ୍ତର ହେବେ ଦିଦାୟୀ ସମ୍ପ୍ରଦାୟର ଝିଅ ଚମ୍ପା ରାସପେଦା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/gh5G1DFngL4 ଇତିହାସ ରଚିଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଝିଅ ଚମ୍ପା ରାସପେଦା। ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଚମ୍ପା ରାସପେଦା। ଏମବିବିଏସ ପଢ଼ିବା ପାଇଁ ବାଲେଶ୍ଵରସ୍ଥିତ...

ପାଞ୍ଚ ଶହ କୋଭିଡ୍ ପଜେଟିଭ ଶବଦାହ କରିଛନ୍ତି ମଧୁସ୍ମିତା ପୃଷ୍ଟି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qCDFgBM_1Ds ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି। ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ...

ଭାରତର ଗୁଇନ୍ଦା ବନିଥିଲେ ପାକିସ୍ତାନୀ ସେନା ମେଜର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Yz8xPyDIuYw ରାଜସ୍ଥାନର ରବୀନ୍ଦ୍ର କୌଶିକ। ମାତ୍ର ୨୩ ବର୍ଷ ବୟସରେ ର’ ଏଜେଣ୍ଟ ହୋଇ ପାକିସ୍ତାନ ଚାଲି ଯାଇଥିଲେ। ଏପରି ଜଣେ ପାକିସ୍ତାନୀ ବନିଥିଲେ, ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ଧୋକା...

ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ...

ବିଜେଡିର ଗୁମର ଖୋଲିଲେ ବିଧାୟକ ଗୌତମବୁଦ୍ଧ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Ib9rNKi4rSE&t=10s ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରରେ ପାଦ ଦେଇ ସଫଳ ହୋଇଛନ୍ତି ଗୌତମବୁଦ୍ଧ ଦାସ। ୨୦୨୪ ନିର୍ବାଚନରେ ପ୍ରଥମ ଥର ନିର୍ବାଚନ ଲଢ଼ି ଭୋଗରାଇରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ। ଦିବଙ୍ଗତ ନେତା ଦୁର୍ଗାଶଙ୍କର...

ଟ୍ରମ୍ପଙ୍କ ଟାରିଫର ଭାରତ ପାଇଁ ବିକଳ୍ପ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/71nUzDmkC38 ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସମାଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଭାରତର ରପ୍ତାନୀ ଉପରେ ବଡ଼ ପ୍ରଭାବ ପଡ଼ିଛି। ତେବେ ଏହି ଟାରିଫରୁ...

କାହିଁକି ହେଉଛି ସର୍ଭାଇକାଲ କ୍ୟାନ୍ସର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=4W_KwUPm-4k ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍‌ପିଭି ସଂକ୍ରମଣ। ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ...