ଓଡ଼ିଶାରେ ଆରମ୍ଭ ହେଲା ‘ଆମ ଶାସନ’: ହିତାଧିକାରୀ ଦେବେ ଫିଡବ୍ୟାକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ‘ଆମ ଶାସନ’। ଲୋକସେବା ଭବନଠାରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ଵାରା ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚୁଛି...
ଉଛୁଳୁଛି ବୈତରଣୀ-ସୁବର୍ଣ୍ଣରେଖା: ବୁଡ଼ିଲାଣି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ଶତାଧିକ ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁବର୍ଣ୍ଣରେଖାର ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, ଭୋଗରାଇ ଏବଂ ବାଲିଆପାଳ ବ୍ଲକର ଶହେରୁ ଅଧିକ ଗାଁ। ଏପଟେ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର...
ଗାଡ଼ିରେ ଯାତ୍ରା କରିବା ସମୟରେ ବାନ୍ତି ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=wOnaFyVVnYU
କେତେକ ଲୋକଙ୍କର ଗାଡ଼ିରେ ଯାତ୍ରା କରିବା ବେଳେ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ। ଏହାକୁ ମୋସନ ସିକନେସ ବୋଲି କୁହାଯାଏ।
ଗାଡ଼ିରେ ଯାତ୍ରା କରିବା ସମୟରେ କାହିଁକି...
କେମିତି ମାଷ୍ଟର ସେଫ୍ ହେଲେ ସ୍ମୃତିଶ୍ରୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SKESqPd1aCs&t=40s
ଓଡ଼ିଶାର ଜଣେ ଜଣାଶୁଣା ସେଫ୍ ସ୍ମୃତିଶ୍ରୀ ସିଂହ। ରୋଷେଇ ପ୍ରତି ଆଗ୍ରହ ତାଙ୍କୁ ଅନୁଗୁଳରୁ ମୁମ୍ବାଇ ନେଇ ଯାଇଥିଲା। ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ’...
ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କୁ ‘ଅକ୍ଷର କଥାକାର ସମ୍ମାନ-୨୦୨୫’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ‘କଥା ସାହିତ୍ୟ ପର୍ବ’ ଓ ‘କଥାକାର ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
ଗର୍ଭାବସ୍ଥାରେ ସମସ୍ୟା କେତେବେଳେ ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=azyQtf7VAQQ
ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ...
ସରକାରୀ ବସରେ ମାଗଣା ଯାତ୍ରା କରିବେ ସ୍କୁଲପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtube.com/shorts/OO0-bXDIryI?si=8DIP3yiRbjGoMH5p
ଏଣିକି ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଆବଶ୍ୟକ। ସ୍କୁଲ ଆଇଡେଣ୍ଟିକାର୍ଡ ଦେଖାଇ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।...
ଡାକ୍ତର ହେବେ ଦିଦାୟୀ ସମ୍ପ୍ରଦାୟର ଝିଅ ଚମ୍ପା ରାସପେଦା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/gh5G1DFngL4
ଇତିହାସ ରଚିଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଝିଅ ଚମ୍ପା ରାସପେଦା। ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଚମ୍ପା ରାସପେଦା। ଏମବିବିଏସ ପଢ଼ିବା ପାଇଁ ବାଲେଶ୍ଵରସ୍ଥିତ...
ପାଞ୍ଚ ଶହ କୋଭିଡ୍ ପଜେଟିଭ ଶବଦାହ କରିଛନ୍ତି ମଧୁସ୍ମିତା ପୃଷ୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=qCDFgBM_1Ds
ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି।
ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ...
ଭାରତର ଗୁଇନ୍ଦା ବନିଥିଲେ ପାକିସ୍ତାନୀ ସେନା ମେଜର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Yz8xPyDIuYw
ରାଜସ୍ଥାନର ରବୀନ୍ଦ୍ର କୌଶିକ। ମାତ୍ର ୨୩ ବର୍ଷ ବୟସରେ ର’ ଏଜେଣ୍ଟ ହୋଇ ପାକିସ୍ତାନ ଚାଲି ଯାଇଥିଲେ। ଏପରି ଜଣେ ପାକିସ୍ତାନୀ ବନିଥିଲେ, ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ଧୋକା...





















