ବନ୍ଧା ହେଲେ ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ...

କଟକ-ଭୁବନେଶ୍ଵର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଭୁବନେଶ୍ଵର କ୍ୟାପିଟାଲ ରିଜିଅନ ରିଂ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ କଟକ-ଭୁବନେଶ୍ଵର ପାଇଁ ନିର୍ମାଣ ହେବ ୬ ଲେନ ବିଶିଷ୍ଟ ରିଂ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ଲାଗି ଅନଲାଇନ ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୫-୨୬ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ନେବା ଲାଗି ଆଗ୍ରହୀ ପ୍ରାର୍ଥୀମାନେ...

ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ବ୍ଲକର ଉପରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିରୋଧୀ ଇଣ୍ଟିଆ ବ୍ଲକ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡିଆ ବ୍ଲକ ପ୍ରାର୍ଥୀ କରିଛି। ରବିବାର ଦିନ ମହାରାଷ୍ଟ୍ରର...

ହେପାଟାଇଟିସ୍ ‘ସି’ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=FBSTIZZaqPQ ହେପାଟାଇଟିସ୍ ‘ସି’ ହେଉଛି ଏକ ପ୍ରକାର ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ପ୍ରାଥମିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ଜଣାପଡ଼ିନଥାଏ ହେଲେ ଧୀରେ ଧୀରେ ଏହା...

ବିଶ୍ଵର ସବୁଠୁ ବଡ଼ ବିଭାଜନ: ଗୋଟିଏ ଦେଶ ହୋଇଥିଲା ୧୫ ଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/1Hm419m5i0c ଦେଶ ବିଭାଜନ କଥା ଆସିଲେ ଆମେ ସାଧାରଣତଃ ଭାରତ-ପାକିସ୍ତାନ ବିଭାଜନ କଥା ଭାବିଥାନ୍ତି। ହେଲେ ବିଶ୍ୱର ସବୁଠାରୁ ବଡ଼ ବିଭାଜନ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଯେଉଁଠାରେ ଗୋଟିଏ ଦେଶ ୧୫ଟି...

ପ୍ରତିଥର ଶବ ଦେଖିଲେ ଡର ଲାଗେ – ମଧୁସ୍ମିତା ପୃଷ୍ଟି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=AdEOfveEfXA ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି। ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ...

ଅସ୍ୱାଭାବିକ ରକ୍ତସ୍ରାବ କାହିଁକି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=PVxOoCjRECk ପିରିୟଡ୍‌ସ ବେଳେ ଯଦି ଜଣେ ମହିଳାଙ୍କର ରକ୍ତସ୍ରାବ ସାଧାରଣଠାରୁ ଅଧିକ ହୁଏ, ୫ ଦିନରୁ ଅଧିକ ଦିନ ଧରି ଲାଗି ରହେ ବା ମାସରେ ଦୁଇ ଥର ହୁଏ, ତା’ହେଲେ...

ସିପି ରାଧାକ୍ରିଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ...

ଓଡ଼ିଆ ସିନେମାର ଖୁଣ୍ଟ ଥିଲେ ବ୍ୟୋମକେଶ ତ୍ରିପାଠୀ – ଅଶ୍ରୁମୋଚନ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=zl6HuQGAZeU ଓଲିଉଡର ଜଣେ ଭିନ୍ନ ଅଭିନେତା ଅଶ୍ରୁମୋଚନ ମହାନ୍ତି। ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି। ‘ଚକା ଆଖି ସବୁ ଦେଖୁଛି’, ‘ଉଦଣ୍ଡୀ ସୀତା’, କାଶିଆ କପିଳା’ ଆଦି...