ଗୃହମନ୍ତ୍ରୀ ଅମିତ ଶାହ ପୁଣି ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅସୁସ୍ଥ। କରୋନାରୁ ସୁସ୍ଥ ହେବା ପରେ ପୁଣିଥରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅମିତ ଶାହ। ତାଙ୍କୁ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା...

ନମୁନା ପରୀକ୍ଷାରେ ଆଗରେ ଓଡ଼ିଶା, ୨୪ ଘଣ୍ଟାରେ ହୋଇଛି ୫୦,୫୨୫ ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ନମୁନା ପରୀକ୍ଷାରେ ଆଗରେ ରହିଛି ଓଡ଼ିଶା। ଗତ ୩ ଦିନ ଧରି ରାଜ୍ୟରେ ପ୍ରତିଦିନ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦...

ୟୁନିସେଫ୍-ଆକ୍ସନଏଡ୍‌ର ଅନଲାଇନ କାର୍ଯ୍ୟକ୍ରମ ‘ମୁଁ ପାରିବି’ – ‘‘ଯୁବପିଢ଼ି ହେଉଛନ୍ତି ଭାରତର ଶକ୍ତି, ସେମାନେ ଆଗକୁ ଆସିବା ଦରକାର’’

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=XOubXbVS_zU କୋଭିଡ୍‌ ସମୟରେ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ପାଇଁ ‘ମୁଁ ପାରିବି’ ଅଭିଯାନ। କୋଭିଡ୍‌-୧୯ ମହାମାରୀ ବେଳେ ଯେଉଁସବୁ ଆହ୍ୱାନ ରହିଛି ତାକୁ ସାମ୍ନା କରି ଯୁବପିଢ଼ିମାନେ କେମିତି ଆଗକୁ ଆସିବେ ତାକୁନେଇ ଏକ...

ଭୁବନେଶ୍ୱରରୁ ଆଜି ୧୯୮ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୧୯୮ ପଜିଟିଭ୍। ସେଥିମଧ୍ୟରୁ ୧୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୯୪ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ କରି...

ଭଲ ଖବର – ଓଡ଼ିଶାରେ କମୁଛି କରୋନା ସଂକ୍ରମଣ ହାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି। ‘‘ଗତ କିଛିଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଛି।...

ସେପ୍ଟେମ୍ବରରୁ କମିବ କରୋନା, ଓଡ଼ିଶାରେ ସ୍ଥିତି ଭଲ ଅଛି – ଆଇଏଲ୍ଏସ୍ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ ଅଧିକ ଟେଷ୍ଟ ହେଉଥିଲେ ମଧ୍ୟ କରୋନା ସଂକ୍ରମଣର ଅନୁପାତ କମ ରହିଛି। ଯାହାକି ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର। ସେପ୍ଟେମ୍ବର ମାସରେ ରାଜ୍ୟରେ ସଂକ୍ରମଣ ଶିଖର...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କବଳିତ କରିଛି କରୋନା। ବିଜେଡି ବିଧାୟକ ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। I have tested positive for...

‘‘ଘରୋଇ ହିଂସା ରୋକିବା ଦିଗରେ କଠୋର ହେଉ ଆଇନ ବ୍ୟବସ୍ଥା’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=xGYoH9ChUvs] ଘରୋଇ ହିଂସା କୋଭିଡ ପୂର୍ବରୁ ଥିଲା, ଅଛି , ଆଗକୁ ବି ରହିବ। ତେଣୁ ମହିଳାମାନଙ୍କୁ ଏଥିରୁ କେମିତି ସୁରକ୍ଷା ଦେଇ ହେବ ସେ ବିଷୟରେ କହିଛନ୍ତି ଜଣାଶୁଣା ସାମଜିକ...
corona death

କରୋନାରେ ଆଉ ୧୦ ମୃତ, ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାରେ ଆଜି ଆଉ ୧୦ ମୃତ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଲେ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି...

ରାଜ୍ୟରୁ ଆଜି ୨୨୪୪ ନୂଆ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରୁ ଆଜି ୨୨୪୪ ନୂଆ ପଜିଟିଭ୍ ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ସଂକ୍ରମିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି ସଂକ୍ରମଣ। ଗତ...