କରୋନା ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର, ସମସ୍ତ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି ରାଜଧାନୀ। ସୋମବାର ରାଜ୍ୟର ଆଉ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ...

ଲକଡାଉନ୍ ନିୟମ କୋହଳ – ଖୁବଶୀଘ୍ର ରାଜ୍ୟର ସବୁ ଜୋନରେ ଗଡ଼ିବ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ବସ ଚଳାଚଳ ନିୟମ କୋହଳ ହେବା ପରେ ଖୁବଶୀଘ୍ର ରାଜ୍ୟରେ ବସ ଗଡ଼ିବ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଜୋନରେ ବସ ଚଳାଚଳ କରିବ।...

କରୋନାକୁ ନେଇ ଏହି ଦେଶରେ କଡ଼ା ନିୟମ – ମାସ୍କ ନପିନ୍ଧିଲେ ୩ ବର୍ଷ ଜେଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ କତାରରେ କରୋନାକୁ ନେଇ ଏକ କଡ଼ା ନିୟମ ଲାଗୁ ହୋଇଛି। ଏଠି ମାସ୍କ ନପିନ୍ଧିଲେ ୩ ବର୍ଷ ଜେଲ ଦଣ୍ଡ ଘୋଷଣା ହୋଇଛି। କରୋନା ଭାଇରସ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ପଦକ୍ଷେପ ନିଆଯାଉଛି।...

କରୋନା ମୁକ୍ତ ହେଲା ଜଗତସିଂହପୁର, ସମସ୍ତ ୫ ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ମୁକ୍ତ ହେଲା ଜଗତସିଂହପୁର ଜିଲ୍ଲା। ସୋମବାର ଜିଲ୍ଲାର ୫ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍...

ଲକଡାଉନ ୪.୦- ଅଫିସ ଯାଇପାରିବେ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣର ଭୟ ଯାଇନଥିବା କାରଣରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକଡାଉନକୁ ବଢ଼ାଇ ଦିଆଯାଇଛି। ମେ ୩୧ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କ'ଣ ସବୁ...

କନ୍ଧମାଳ ଛୁଇଁଲା କରୋନା – ୨ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ପ୍ରଥମ ଥର କରି କନ୍ଧମାଳ ଜିଲ୍ଲାକୁ ଛୁଇଁଲା କରୋନା। ରାଜ୍ୟର ୨୩ତମ ଜିଲ୍ଲା ଭାବେ ଏହି ରାଜ୍ୟକୁ ଛୁଇଁଛି କରୋନା। ଆଜି ଚିହ୍ନଟ ହୋଇଥିବା ୪୮ ଜଣଙ୍କ ମଧ୍ୟରୁ କନ୍ଧମାଳରୁ...

ଜେଲ ଭିତରେ ପଶିଲା କରୋନା, ଜଣେ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ପ୍ରଥମ ଥର ପାଇଁ ଜେଲ୍ ଭିତରେ ଚିହ୍ନଟ ହୋଇଛି କରୋନା। ସୋମବାର ଚିହ୍ନଟ ହୋଇଥିବା ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଜେଲ୍ ମଧ୍ୟରୁ ଚିହ୍ନଟ ହୋଇଛନ୍ତି।...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ପୁଣି ୪୮ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

ଲକଡାଉନ୍ ୪.୦ – ଜାଣନ୍ତୁ, ପୂରା ଗାଇଡଲାଇନ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ପାଇଁ ସାରା ଦେଶରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି କରିଛନ୍ତି । ଏଥିସହ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କ'ଣ ଖୋଲା ରହିବ ଓ କ'ଣ...

ବଢ଼ିଲା ଲକଡାଉନ୍ – ମେ ୩୧ ପର୍ଯ୍ୟନ୍ତ ସାରା ଦେଶ ତାଲା ବନ୍ଦ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକଡାଉନକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବେ କେନ୍ଦ୍ର ସରକାର। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ମେ ୧୭ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ...