ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପୁଣି ସାମ୍ନାକୁ ଆସିଲା ଭଲ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୨୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଏନେଇ ସୂଚନା...
ମେ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ର ଲକଡାଉନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରାଦେଶରେ ଲକଡାଉନ୍ ୪.୦ ଲାଗୁ ହେବା ପୂର୍ବରୁ ମହାରାଷ୍ଟ୍ରକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ମହାରାଷ୍ଟ୍ର ସରକାର ଏନେଇ ରବିବାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି...
ସମ୍ବଲପୁରକୁ ବ୍ୟାପିଲା କରୋନା – ଅହମ୍ମଦାବାଦରୁ ଫେରିଥିବା ଯୁବକ ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟର ୨୧ ଜିଲ୍ଲାକୁ ସଂକ୍ରମିତ କରିସାରିବା ପରେ ଏବେ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ରବିବାର ଏଠାରେ ଜଣେ ଅହମ୍ମଦାବାଦରୁ ଫେରିଥିବା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରବିବାର...
କରୋନା ସଂକ୍ରମଣ – ଜାଣନ୍ତୁ ତିନି ମହା ଜିଲ୍ଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଦିନକୁ ଦିନ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିସ୍ଥିତିରେ ତିନୋଟି ଜିଲ୍ଲା ସଂକ୍ରମଣରେ ସବା ଉପରେ ରହିଛନ୍ତି। ଗଞ୍ଜାମ, ଯାଜପୁର ଓ ବାଲେଶ୍ୱରକୁ ସୁରତ...
ରାଜ୍ୟରେ ୯୧ କରୋନା ପଜିଟିଭ୍ ଚିହ୍ନଟ – ଜଣେ ସରପଞ୍ଚ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରବିବାର ରାଜ୍ୟରେ ପୁଣି ୯୧ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିମଧ୍ୟରେ ଜଣେ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ...
ଗଞ୍ଜାମରେ ୨ ସୁରତ ଫେରନ୍ତା ମୃତ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରବିବାର ଗଞ୍ଜାମରେ ଦୁଇ ଜଣ ସୁରତ ଫେରନ୍ତା କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫କୁ...
ରାଜ୍ୟରେ ପୁଣି ୯୧ ପଜିଟିଭ୍ – ଆକ୍ରାନ୍ତଙ୍କ ସଂଖ୍ୟା ୮୨୮, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ରାଜ୍ୟରେ ଆଉ ୯୧ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୮୨୮କୁ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର...
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: କୁମରାଙ୍ଗ ପଞ୍ଚାୟତ ୭୨ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ ବାଣପୁର ବ୍ଲକ୍ ଦୁଇ ଜଣ। ଜଣେ ଯୁବକ କ୍ୱାରେଣ୍ଟିନରେ ଥିଲେ।...
ଓଲରା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଅସ୍ତରଙ୍ଗ ମାଣ୍ତୁକି ଗ୍ରାମ ପଞ୍ଚାୟତର ଓଲରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ। ଓଲରା ଗ୍ରାମରେ ଦୁଇ ଜଣ ସ୍ଵାମୀ-ସ୍ତ୍ରୀ ପଜିଟିଭ୍ ଚିହ୍ନଟ...




















