ପଶ୍ଚିମବଙ୍ଗରୁ ଖୋର୍ଦ୍ଧାକୁ ଫେରିଛନ୍ତି ୨୫୦ ଲୋକ, ପ୍ରଶାସନର ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିଧାର କାରଣ ପାଲଟିଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। କିଛି ସପ୍ତାହ ମଧ୍ୟରେ ଜିଲ୍ଲାକୁ ପ୍ରାୟ ୨୫୦ରୁ ଅଧିକ ଲୋକ ପଶ୍ଚିମବଙ୍ଗରୁ...
Mental health

କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fadTtV9l8N4&feature=emb_logo କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ। କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା...

୨୪ ଘଣ୍ଟାର କରୋନା ଅପଡେଟ୍ – ଜାଣନ୍ତୁ, କ’ଣ କହିଲେ ରାଜ୍ୟ ସରକାର?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ବୁଧବାର ସୁଦ୍ଧା ବିଶ୍ୱ, ଦେଶ ଓ ରାଜ୍ୟରେ କ’ଣ ରହିଛି କରୋନା ସ୍ଥିତି? ଓଡ଼ିଶାରେ କରୋନା ଭୁବନେଶ୍ୱରରେ ସୁସ୍ଥ ହେଲେ...

ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...
corona test

କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ https://www.youtube.com/watch?v=fbYkoY8WDoE&feature=emb_logo କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଯତ୍ନ ନେବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଦେଶର ସବୁଠୁ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡ଼ିଆ ଭାଇଭଉଣୀ ଓଡ଼ିଶାକୁ ଫେରିବେ। ସେମାନେ ଆମ ଭାଇ ଭଉଣୀ।...

ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଛନ୍ତି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍ ସରିବା ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ବିନା ପଞ୍ଜୀକରଣରେ କୌଣସି ଲୋକଙ୍କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଅନୁମତି...
stop corona 11

କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ। ଥଣ୍ଡା, ସର୍ଦ୍ଦି ଭଳି ଯେମିତି...

ଧନୀ, ଗରିବ ସମସ୍ତଙ୍କ ଅହଂଭାବକୁ ଚୂନା କରିଛି କରୋନା – ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତି, ବର୍ଣ୍ଣ ଧର୍ମ ଆଧାରରେ ନୁହେଁ ମାନବିକତା ଆଧାରରେ କରୋନା ସହ ଲଢ଼ିବା। କରୋନା ରୋଗୀକୁ ନୁହେଁ ରୋଗକୁ ଦୂରେଇ ରଖିବାର ସଂକଳ୍ପ ନେବା - ପଢ଼ନ୍ତୁ ରାଷ୍ଟ୍ରୀୟ ଯୁବ କଂଗ୍ରେସ...

ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରୁ ୩ ଆକ୍ରାନ୍ତ – ସମସ୍ତେ ଆସିଥିଲେ କୋଲକାତାରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝରରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ କୋଲକାତାରୁ ଫେରିଛନ୍ତି। ଏନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆଜି କରୋନା ଓଡ଼ିଶାର ନୂଆ ତିନି ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର...