ଏପ୍ରିଲ ୧୪ ଯାଏଁ ସାରା ଦେଶରେ ଗଡ଼ିବନି ଟ୍ରେନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ଟ୍ରେନ୍ ବାତିଲର ଅବଧିକୁ ବଢ଼ାଇଛନ୍ତି।
ଭାରତୀୟ ରେଳ ମନ୍ତ୍ରାଳୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛି। ଟ୍ରେନ୍ ବାତିଲର ଅବଧିକୁ...
କରୋନା ସମୟରେ ମନକୁ ସୁସ୍ଥ ରଖିବା କେମିତି, କ’ଣ କହୁଛନ୍ତି ମନୋବିଜ୍ଞାନୀ ଡକ୍ଟର ଜେ ପି ଦାସ?
ନୀଳାମ୍ବର ରଥ
https://www.youtube.com/watch?v=uYkj3w4Arww
କରୋନା ମୁକାବିଲା ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମନୋବିଜ୍ଞାନୀ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ପରାମର୍ଶ।
କରୋନା ଭୂତାଣୁ ସଂକ୍ରମଣ ଆଜି ସାରା ବିଶ୍ୱ ପାଇଁ ଏକ ମହାମାରୀ ରୂପ ନେଇଛି। ଏହା ଘରେ...
କରୋନା ମୁକାବିଲା ପାଇଁ ବିଗ୍ ବି ଦେଲେ ଆଇଡିଆ – ରେଳଡ଼ବା ହୋଇପାରିବ ହସ୍ପିଟାଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାରା ଦେଶରେ ଏବେ କରୋନାକୁ କିପରି ମୁକାବିଲା କରାଯିବ ତାକୁ ନେଇ ଚିନ୍ତା ବଢ଼ିଛି। ଯଦି ଆଗାମୀ ଦିନରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ହସ୍ପିଟାଲ ବେଡ୍...
କରୋନା ମୁକାବିଲା – ସରକାରଙ୍କ ସ୍କାନରରେ ରାଜ୍ୟ ବାହାରୁ ଆସିଥିବା ୭୮ ହଜାର ଲୋକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍ ଲଗାଇ ଦେଇଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ରାଜ୍ୟ ସରକାରଙ୍କର ୭୮ ହଜାରରୁ ଅଧିକ ଲୋକ ଏବେ...
ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ...
କରୋନା ପାଇଁ ଗାଁ ମୁଖ୍ୟରାସ୍ତା ବନ୍ଦ କଲେ ବ୍ରହ୍ମପୁରର ଖଜୁରିଆ ଗ୍ରାମବାସୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବ୍ରହ୍ମପୁର : କରୋନା ପାଇଁ ଗାଁ ମୁଖ୍ୟ ରାସ୍ତାକୁ ବନ୍ଦ କଲେ ଗ୍ରାମବାସୀ। ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବ୍ରହ୍ମପୁର ଉପକଣ୍ଠ ଖଜୁରିଆ ଗାଁରୁ। ଗାଁ ଭିତରକୁ କରୋନା...
କରୋନାରେ ଗଲା ଆଉ ଜଣଙ୍କର ଜୀବନ, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ନେଲା ଆଉ ଏକ ମୁଣ୍ଡ। ମଧ୍ୟପ୍ରଦେଶରେ ବୁଧବାର ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ସାରା ଦେଶରେ କରୋନା ଜନିତ ମୃତ୍ୟୁ...
ବ୍ରହ୍ମପୁର: ସାମାଜିକ ଦୂରତ୍ୱ ନିୟମ ଭାଙ୍ଗିଲା ମେଡିସିନ୍ ଷ୍ଟୋର, ଦୋକାନ ସିଲ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା ଭାଇରସକୁ ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ୱ। ଯାହାକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଭାରତରେ ୫୬୨ କରୋନା ପଜିଟିଭ୍, ୧୧ ଜଣଙ୍କ ଜୀବନ ଗଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ତାଜା ସ୍ଥିତି ସମ୍ପର୍କରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚି।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ଥିବା...
‘ଆମ ଗାଁକୁ କରୋନା ମନା’ – କରୋନା ମୁକାବିଲା ପାଇଁ ଗାଁକୁ ନାକାବନ୍ଦୀ କଲେ ଗୁଣୁପୁର ପାଟଣା ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଡରରେ ସାରା ବିଶ୍ୱ। ସାମାଜିକ ଦୂରତା ଅଭାବରୁ ଦେଶ ବିଦେଶରେ କରୋନା କାୟା ମେଲାଇଲାଣି। ଅଣାୟତ ହେଉଛି ଗାଁରୁ ସହର। ତଥାପି ସାମାଜିକ ଦୂରତା ରକ୍ଷା...





















