ଆଜି ରାତି ୧୨ଟାରୁ ସାରା ଦେଶ ‘ଲକ୍ଡାଉନ୍’ – ୨୧ ଦିନ ଯାଏଁ ତାଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ପୂରା ଦେଶ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ୨୧ ଦିନ ଯାଏଁ ଏହି ‘ଲକ୍ଡାଉନ୍’...
ସବୁ ଥଣ୍ଡା ଜ୍ୱର କରୋନା ନୁହେଁ, ଡାକ୍ତରଖାନାକୁ ଆସି ଭିଡ଼ କରନ୍ତୁନି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାଧରଣ ଥଣ୍ଡା, ଜ୍ୱର ହେଲେ ଲୋକମାନେ ଭୟଭୀତ ହୋଇପଡୁଛନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାକୁ ଆସି ଭିଡ଼ ଲଗାଉଛନ୍ତି। ହେଲେ ସବୁ ଥଣ୍ଡା, ଜ୍ୱର କରୋନା ନୁହେଁ ବୋଲି...
ତାଗିଦ କଲେ ସରକାର – ବଦଳି ହୋଇଥିବା କର୍ମଚାରୀ ୪୮ ଘଣ୍ଟାରେ କାମରେ ଯୋଗ ଦିଅନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବଦଳି ହୋଇଥିବା କର୍ମଚାରୀଙ୍କୁ ୪୮ ଘଣ୍ଟାର ମହଲତ ଦେଲେ ରାଜ୍ୟ ସରକାର। ଶୀଘ୍ର ବଦଳି ହୋଇଥିବା ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ। ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ...
ଲକ୍ଡାଉନ ନିୟମ ଭାଙ୍ଗି ଖୋର୍ଦ୍ଧାରେ ସିଜ୍ ହେଲା ୩୬ ଗାଡ଼ି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ ନିୟମ ଉଲ୍ଲଙ୍ଘନ କରି ଖୋର୍ଦ୍ଧାରେ ୩୬ଟି ଗାଡ଼ି ସିଜ୍ ହୋଇଛି। ୩ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ ନିୟମ ଲାଗୁ ହୋଇଥିଲେ ସୁଦ୍ଧା କେତେକ ଲୋକେ ବାରମ୍ବାର ଏହି...
କରୋନା ସଚେତନତା – ଅଭିନେତା ଆକାଶ ଶିଖାଇଲେ ହାତ ଧୁଆ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=Sa9UwRJXVS4] ବଲିଉଡରୁ ଓଲିଉଡ ସବୁଠି କରୋନା ଚର୍ଚ୍ଚା। କିଏ ଗୀତ ଗାଇ ତ କିଏ ଅଭିନୟ କରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଉଛନ୍ତି ସେଲିବ୍ରିଟି। ଏହି କ୍ରମରେ...
ଦିଲ୍ଲୀରେ ଆଜିଠୁ କର୍ଫ୍ୟୁ – ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ଲେଖାଁଏ ସହାୟତା ଦେବ ସରକାର
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଦିଲ୍ଲୀରେ ଲାଗୁ ହେଲା କଟକଣା। ଆଜିଠୁ ରାଜଧାନୀ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି। ଲୋକମାନଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। କେବଳ ଜରୁରୀକାମ ପାଇଁ ଲୋକମାନେ ବାହାରକୁ...
ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳେ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କଲେ ତାରା ପଟ୍ଟନାୟକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି ଫାଲକନ୍ ଗ୍ରୁପର ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ। ଏଭଳି ପରିସ୍ଥିତିରେ ସମସ୍ତ ଶିଳ୍ପପତିମାନଙ୍କୁ...
କରୋନା ପ୍ରକୋପ – ବାପା, ମା’ଙ୍କ ପାଇଁ କିଛି ଜାଣିବା କଥା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିଛି। ଫଳରେ ପିଲାମାନେ...
କେନ୍ଦ୍ରାପଡ଼ା ଲକ୍ଡାଉନ୍ – ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ବେଳେ ବାହାରେ ବୁଲୁଥିବା ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ଲକ୍ଡାଉନ୍ ଯୋଗୁଁ...





















