କରୋନା ମୁକାବିଲା ପାଇଁ ନବୀନ ଶୁଭାରମ୍ଭ କଲେ ‘ମୋ ଜୀବନ’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ୍ଠାରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଦିନ ଶପଥପାଠ କରିବାକୁ ଆହ୍ୱାନ ଦେଲେ ନବୀନ।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି...
କରୋନା ମୁକାବିଲା ପାଇଁ ଦରମା ଦାନ କଲେ ମନ୍ତ୍ରୀ ଓ ବିଧାୟକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସର ମୁକାବିଲା ପାଇଁ ୩ମାସର ଦରମା ଦାନ କରିଛନ୍ତି ମନ୍ତ୍ରୀ ଓ ବିଧାୟକ। ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜେନ୍ଦ୍ର ସାହୁ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...
ଟୁଇଟ୍ କରି ସ୍ପଷ୍ଟ କଲେ ପୋଲିସ କମିସନର – ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଦରକାର ନାହିଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଡାଉନ୍ ବେଳେ ଯାତୟାତ କରିବା ପାଇଁ ଦରକାର ହେଉଥିବା ପାସ୍ ବଣ୍ଟନକୁ ବାତିଲ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ପାସ୍ ପାଇଁ...
କରୋନା କଟକଣା – ବନ୍ଦ ହେଲା ଆହାରକେନ୍ଦ୍ର, କେବଳ ଡାକ୍ତରଖାନା ପରିସରରେ ରହିବ ଖୋଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟର ସମସ୍ତ ଆହାରକେନ୍ଦ୍ର ଉପରେ ଲାଗିଲା କଟକଣା। କରୋନା ପାଇଁ ସବୁ ଆହାରକେନ୍ଦ୍ର ବନ୍ଦ ରଖିବାକୁ ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକ ସବୁ ଜିଲ୍ଲାପାଳ ଏବଂ ପୌର ପରିଷଦ କମିସନରମାନଙ୍କୁ...
କରୋନା ଭାଇରସ କେତେ ସମୟ ସକ୍ରିୟ ରହେ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ଜଣେ ସଂକ୍ରମିତ ବ୍ୟକ୍ତର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ କରିଥାଏ। ଏହି ପ୍ରବେଶ ପାଇଁ ଗୋଟିଏ ମାଧ୍ୟମ ଆବଶ୍ୟକ। ସଂକ୍ରମିତ ବ୍ୟକ୍ତିର କାଶ ଓ...
କରୋନା ଟେନ୍ସନ୍ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ...
କେନ୍ଦ୍ର ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କରୋନା ରିହାତି: ମୁଖ୍ୟାଂଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ପ୍ରଭାବରୁ ଭାରତୀୟ ଅର୍ଥନୀତିକୁ ସମ୍ଭାଳିବା ପାଇଁ ନିର୍ମଳାଙ୍କ ପ୍ରଥମ ପଦକ୍ଷେପ। ଆଗକୁ ଆସିପାରେ ବଡ଼ ପ୍ୟାକେଜ୍।
ବ୍ୟାଙ୍କ କାରବାର
ଆପଣ ନିଜ ଡେବିଟ୍ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କରୁ ଯେତେଥର ଟଙ୍କା ଉଠାଇଲେ...
ଭାରତରେ କ’ଣ ରହିଛି କରୋନା ସ୍ଥିତି, ସରକାର କେମିତି କରୁଛନ୍ତି ମୁକାବିଲା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭାରତରେ ହୁ ହୁ ହୋଇ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଦେଶରେ ବିମାନ ଓ...
ଏବେ ଯେ କୌଣସି ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଣ କଲେ ଶୁଳ୍କ ପଡ଼ିବ ନାହିଁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋଭିଡ୍-୧୯ ବା କରୋନା ମୁକାବିଲା ପାଇଁ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବଡ଼ ଘୋଷଣା କରିଛନ୍ତି। ଏଣିକି ଯେ କୌଣସି ବ୍ୟାଙ୍କର ଏଟିଏମ୍ରୁ ଟଙ୍କା...
ଜୁନ୍ ୩୦କୁ ବୃଦ୍ଧି ପାଇଲା ଆୟକର ରିଟର୍ଣ୍ଣ ଦାଖଲ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ଘୁଞ୍ଚିଲା ଆୟକର ଦାଖଲର ଶେଷ ତାରିଖ। ଏହାକୁ ଜୁନ୍ ୩୦ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା...





















