ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍। ଭୁବନେଶ୍ୱର ଆର୍ଏମ୍ଆର୍ଏସିରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରିଥିବା ବେଳେ ୧୩ଟି ନେଗେଟିଭ୍ ରିପୋର୍ଟ ବାହାରିଛି।
ସଂକ୍ରମିତ...
ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ କୋଣାର୍କ ସୂର୍ଯ୍ୟମନ୍ଦିର। ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଏହାକୁ ବନ୍ଦ କରି ଦିଆଯାଇଥିଲା ବେଳେ ବର୍ତ୍ତମାନ ଏନେଇ ତାରିଖ ଘୋଷଣା...
କରୋନା ଡର – ୨୪ ଘଣ୍ଟାରେ ୧୦୪କୁ ଡାକିଲେ ୧୨ ହଜାରରୁ ଅଧିକ ଲୋକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବଢୁଛି କରୋନା ଡର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନାକୁ ନେଇ ଚିନ୍ତାରେ। କରୋନାଠାରୁ କିପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି।...
ସଂକଳ୍ପ ଓ ଧୈର୍ଯ୍ୟ ରହିଲେ କରୋନା ମୁକାବିଲା ସମ୍ଭବ – ପ୍ରଧାନମନ୍ତ୍ରୀ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ସମ୍ଵୋଦ୍ଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂକଳ୍ପ ଓ ଧୈର୍ଯ୍ୟର ସହ କରୋନା ମୁକାବିଲା କରିବାକୁ ଦେଶବାସୀଙ୍କୁ କଲେ ଆହ୍ଵାନ।
ଅର୍ଥ ବ୍ୟବସ୍ଥାକୁ କରୋନାରୁ ବଞ୍ଚାଇବାକୁ...
ରବିବାର ଜନତା କର୍ଫ୍ୟୁ – ସକାଳ ୭ଟାରୁ ରାତି ୯ ଯାଏଁ ଘରୁ ନ ବାହାରିବାକୁ ମୋଦୀ କଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ରବିବାର ମାର୍ଚ୍ଚ ୨୨ ତାରିଖରେ ପାଳନ ହେବ ଜନତା କର୍ଫ୍ୟୁ। ଏହି ଦିନ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନ ବାହାରିବାକୁ ଦେଶବାସୀଙ୍କୁ ଅପିଲ...
କରୋନା ଭାଇରସ କିପରି ବ୍ୟାପେ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଥଣ୍ଡା ରୋଗ ସୃଷ୍ଟି କରୁଥିବା ଅନ୍ୟ ଯେକୌଣସି ଭାଇରସ ପରି କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ପାଖକୁ ଡେଇଁଥାଏ। ବିଶେଷ କରି ସଂକ୍ରମିତ ବ୍ୟକ୍ତିଙ୍କ ମୁହଁର ଲାଳ, ଛିଙ୍କ,...
କରୋନାକୁ ଜଗିବା ପାଇଁ ପଞ୍ଚାୟତ ହେବ ସରକାରଙ୍କ ଆଖି, କାନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତକୁ ଫୋକସ୍ କଲେ ରାଜ୍ୟ ସରକାର। ପଞ୍ଚାୟତ ସ୍ତରରୁ ବ୍ୟାପକ ସଚେତନତା କରିବା ପାଇଁ ରାଜ୍ୟ ସରକାର ଜୋର୍ ଦେଇଛନ୍ତି। ଘର ଘର ବୁଲି...
କରୋନା କବଳରେ ବିଶ୍ୱର ୧୭୬ ଦେଶ – ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ଟପିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=XC5t9TeZdKg]
ଧୀରେଧୀରେ ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ଏପରିକି ମାତ୍ର ୨୪ ଘଣ୍ଟା ଭିତରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ବୃଦ୍ଧି...
କରୋନା ଭାଇରସ (COVID – 19) ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=videoseries?list=PLI0zWE2pkn8BdYXmTpXdiiOyud0GAGNXL]
କରୋନା ଭାଇରସ ଏହାର ସଂକ୍ରମଣ, ଚିକିତ୍ସା ଓ ଏଥିରୁ ରକ୍ଷା ପାଇବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ଜଟିଳ ପ୍ରଶ୍ନର ସରଳ ଉତ୍ତର..
କରୋନା ଭାଇରସ କ’ଣ?
କରୋନା ଭାଇରସ୍...
କରୋନା ଭାଇରସର ଲକ୍ଷଣ କ’ଣ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଯାଇଥାଏ। ଜ୍ୱର ହେବା ବାରମ୍ବାର କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହୋଇପାରେ। ଏହାର...





















