କରୋନା ସତର୍କତା – ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଏଣିକି ସକାଳ ୧୦ଟାରୁ ଅପରାହଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଭିଡ଼ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନେଇଛି ନଗର ଉନ୍ନୟନ ବଭାଗ। ଏନେଇ ମଙ୍ଗଳବାର ନଗର...

କରୋନା ପାଇଁ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ନୁହେଁ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ପାଇଁ ଏବେ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଯେଉଁଠି ଦେଖ ଲୋକେ ମାସ୍କ, ହ୍ୟାଣ୍ଡ ଓ୍ୱାସ, ସାନିଟାଇଜର କିଣିବା ପାଇଁ ଭିଡ଼ ଲଗାଇଛନ୍ତି। ଫଳରେ ବଜାରରୁ ମାସ୍କ ଉଭେଇଗଲାଣି।...
corona-virus-test

କରୋନା ନେଲା ଆଉ ଏକ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭାରତରେ କରୋନା ନେଲା ଆଉ ଏକ ଜୀବନ। ମଙ୍ଗଳବାର ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ବର୍ଷୀୟ ବ୍ୟକ୍ତିଙ୍କ କରୋନା ମୃତ୍ୟୁ ହୋଇଛି। ଫଳରେ ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ୩ରେ...

ଚାଲୁ ହେଲା କରୋନା ପଞ୍ଜୀକରଣ ପାଇଁ ଓ୍ୱେବସାଇଟ୍‌: ମାର୍ଚ୍ଚ ୪ ସୁଦ୍ଧା ଓଡ଼ିଶାରେ ପହଞ୍ଚିଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କୋଭିଡ୍‌ ୧୯ ବା କରୋନା ଭାଇରସକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଓ୍ୱେବ୍‌ସାଇଟ୍‌ www.covid19.odisha.gov.in  ଆଜି ସକାଳ ୬ଟାରୁ ଚାଲୁ ହୋଇଛି। ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ...

କରୋନାରୁ ରକ୍ଷା ପାଇଁ କ’ଣ କରିବେ – କ’ଣ କରିବେ ନାହିଁ?

 ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ [youtube https://www.youtube.com/watch?v=qt8k9qIAy1I] କରୋନା ଭାଇରସ ବିଶ୍ୱର ୧୬୨ଟି ରାଷ୍ଟ୍ରକୁ ବ୍ୟାପି ଗଲାଣି। ବିଶ୍ୱବ୍ୟାପୀ ୧, ୭୯, ୨୫୬ ଜଣ  ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,...

କରୋନାକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ – ମାସ୍କ ଓ ସାନିଟାଇଜର ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାକୁ ଭାଇରସର ମୁକାବିଲା କରିବା ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାନିଟାଇଜର ଓ ମାସ୍କ ଭଳି ଜିନିଷ ଉପଲବ୍ଧ ଅଛି...

ଏଥର ଆଇପିଏଲ୍ ହେବ କି ନାହିଁ?

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଭୟାଭୟ ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଫଳରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍...
corona-virus-test

ଦେଶରେ ୧୨୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲଦାଖ, ଓଡ଼ିଶା, ଜମ୍ମୁ କଶ୍ମୀରରେ ନୂଆ କେସ୍‌ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪ ଛୁଇଁଛି। କେବଳ ମହାରାଷ୍ଟ୍ରରୁ ୩୯...

ଜଗତସିଂହପୁର: ଶାରଳା ମନ୍ଦିରରେ କରୋନା କଟକଣା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ପାଇଁ ଜଗତସିଂହପୁରର ଆରାଧ୍ୟ ଦେବୀ ମା’ ଶାରଳାଙ୍କ ପୀଠରେ ଲାଗିଲା କଟକଣା। ପୀଠରେ ଦକ୍ଷିଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଯିବେ...

କରୋନା ଡର – କେନ୍ଦ୍ରାପଡ଼ା ବଳଦେବଜୀୟୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ମନ୍ଦିରରେ କଟକଣା। ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ଭୟରେ ଏହି କଟକଣା କରିବାକୁ...