ହଇଜାଠାରୁ କେମିତି ରହିବେ ସୁରକ୍ଷିତ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=DeEl5prxCJg
ବର୍ତ୍ତମାନ ରାଜ୍ୟରେ ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ସଠିକ୍ ସମୟରେ ଏହାର...
ଯାଜପୁରକୁ ଡାଇରିଆ ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁରକୁ ଡାଇରିଆ ଡର। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଆଜି ପୁଣି ଯାଜପୁରକୁ ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍।
ବର୍ତ୍ତମାନ ଜିଲ୍ଲାରେ ସ୍ଥିତି...
ବର୍ଷା ଦିନେ କେମିତି ନେବେ ତ୍ଵଚାର ଯତ୍ନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=-7DtBcCdM8I
ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କର ସୁନ୍ଦର ଏବଂ ସୁସ୍ଥ ତ୍ୱଚା ପାଇବାକୁ ଇଚ୍ଛା ଥାଏ। ସେମାନେ ନିଜ ତ୍ୱଚାକୁ ନେଇ ଯତ୍ନବାନ ମଧ୍ୟ ଥାନ୍ତି।
ସାଧାରଣତଃ ବର୍ଷା ଦିନେ ରୁପି...
ଓଭାରି କ୍ୟାନ୍ସରର ଲକ୍ଷଣକୁ ଚିହ୍ନିବେ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=DCTXHPp9NQY
ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଓଭାରି ବା ଅଣ୍ଡାଶୟ କ୍ୟାନ୍ସର ହେବାର ଆଶଙ୍କା...
ହୃଦଘାତର ଲକ୍ଷଣକୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=BIvHwkfbC10
ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ବ୍ୟାୟାମର ଅଭାବ ଏହାର ମୁଖ୍ୟ କାରଣ ବୋଲି...
କେମିତି ହେବା ଆବଶ୍ୟକ ବୟସ୍କଙ୍କ ଡାଏଟ୍?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=YZ6kbLLdMgU
ବୟସ ବଢ଼ିଲେ ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍, କ୍ୟାଲସିୟମ ଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା...
ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କାହିଁକି ଦେଖାଦିଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=8xbUKWeMnI8
ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଏହି ହରମୋନ୍ କ୍ଷରଣରେ ବ୍ୟତିକ୍ରମ ଦେଖାଦେଲେ ଥାଇରଏଡ୍ ସମସ୍ୟା ଦେଖାଯାଏ।
ତେବେ ଗର୍ଭାବସ୍ଥାରେ ଥାଇରଏଡ୍ ସମସ୍ୟା କାହିଁକି ଦେଖାଦିଏ,...
କିଡନି ଖାରାପ ଅଛି ବୋଲି କେମିତି ଜାଣିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nQuu3JCW6Yk
କିଡନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ମଧ୍ୟ ବାହାର କରିଥାଏ। ତେଣୁ, କିଡନିକୁ ସୁସ୍ଥ ରଖିବା ନିହାତି...
ମାଇଗ୍ରେନ କାରଣରୁ ମୁଣ୍ଡବିନ୍ଧା ହେଉଛି କି, ଜାଣନ୍ତୁ କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=cXx2H4AET1w
ମାଇଗ୍ରେନ୍ ବା ଅଧକପାଳୀ ଏକ ପ୍ରକାରର ସ୍ନାୟୁଗତ ସମସ୍ୟା, ଯାହା କି ମୁଣ୍ଡର ଗୋଟିଏ ପାଖରେ ପ୍ରବଳ ବିନ୍ଧା ହେବା ସହିତ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥାଏ।
କେତେକ ଲୋକଙ୍କୁ କଡ଼ା ବାସ୍ନା...
ବୟସ ବଢ଼ିଲେ କାହିଁକି ବଢ଼ୁଛି ଆଣ୍ଠୁଗଣ୍ଠି ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=M198OtpefMA
ବୟସ ବଢ଼ିଲେ ଆମ ଶରୀରର ହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି। ଫଳରେ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ବିଭିନ୍ନ ଆଣ୍ଠୁଗଣ୍ଠି ବାତଜନିତ ରୋଗ କାରଣରୁ ହୋଇଥାଏ।
ତେବେ ଆଣ୍ଠୁଗଣ୍ଠି ବାତ...





















