କାହିଁକି ବଢ଼ୁଛି ଡାଏବେଟିସ୍?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/fOk0xZls_mk?si=4NuwH0aIKdPOfBMr ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...

ଆଜି ‘ବିଶ୍ଵ ମଧୁମେହ ଦିବସ’: ଅନେକ ଘାତକ ରୋଗର କାରଣ ପାଲଟୁଛି ‘ମଧୁମେହ’

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ବର୍ତ୍ତମାନ ଘରେ ଘରେ ଡାଏବେଟିସ୍। ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି। ଡାଏବେଟିସ୍ ଏମିତି ଏକ ରୋଗ ଯାହା ଅନେକ ଘତକ ରୋଗର ମୂଳ କାରଣ ବୋଲି ଡାକ୍ତର...

ଡାଏବେଟିସ୍‌କୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ସଚେତନତା ଅଭିଯାନ ‘ଡାଏବେଟିସ୍ ସହିତ ଜୀବନ’

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଡାଏବେଟିସ୍‌କୁ ନେଇ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ। ବର୍ତ୍ତମାନ ସମୟରେ ସାରା...

ପିଲାଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅଣ୍ଡା ଜରୁରୀ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/frqYKQ56CCU?si=IhtO7nqtlNchSlEl ଶିଶୁର ବିକାଶ ପାଇଁ ପ୍ରୋଟିନର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଅଣ୍ଡା ପ୍ରୋଟିନର ଆବଶ୍ୟକତା ପୂରା କରିଥାଏ। କାରଣ ଏଥିରେ ପ୍ରୋଟିନର ମାତ୍ରା ଭରପୂର ରହିଛି। ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା...

ସୁସ୍ଥ ହୃଦୟ ପାଇଁ ଆବଶ୍ୟକ ଅଣ୍ଡା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/yHg7peffa-M?si=hXUpikP7VzKkQ66x ଅଣ୍ଡାର ଆବଶ୍ୟକତା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯେତିକି ଜରୁରୀ ସୁସ୍ଥ ହୃଦୟ ପାଇଁ ସେତିକି ଆବଶ୍ୟକ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ପିଲାଠାରୁ ବୁଢ଼ା...

ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଆବଶ୍ୟକତା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/3I5DMxzsUFI?si=ewDR8bqgmpYKvwEa ଅଣ୍ଡାରେ ପ୍ରୋଟିନର ମାତ୍ରା ଭରପୂର ରହିଥିବାରୁ ଏହା ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ। ଅଣ୍ଡା ଉଭୟ ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ। ଗର୍ଭାବସ୍ଥାରେ ଯଦି...

‘ଷ୍ଟ୍ରୋକ୍’ ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ। ‘ଷ୍ଟ୍ରୋକ୍‌’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ।...

‘ଷ୍ଟ୍ରୋକ’ରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି। ଷ୍ଟ୍ରୋକ୍‌ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଏହା ଯୋଗୁଁ କିଏ ପ୍ରାଣ ହରାଏ...

ଷ୍ଟ୍ରୋକ୍ ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/-ye71-tKyAg?si=l27aUot-wlucVVFX ଆଜି ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’। ଷ୍ଟ୍ରୋକ୍‌କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ...

ସୁସ୍ଥ ଜୀବନଶୈଳୀ ଦେଇପାରେ ଷ୍ଟ୍ରୋକ୍ ମୁକ୍ତ ଜୀବନ

ସିଦ୍ଧାର୍ଥ ରଥ ଆଜି ‘ବିଶ୍ଵ ଷ୍ଟ୍ରୋକ୍ ଦିବସ’। ଷ୍ଟ୍ରୋକ୍‌କୁ ନେଇ ସଚେତନତାର ଅଭାବ ଯୋଗୁଁ ପ୍ରତି ବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି ଏବଂ ଅନେକ ଶାରୀରିକ ଭାବେ ଅକ୍ଷମ...