କରୋନା ଭାଇରସର ଲକ୍ଷଣ କ’ଣ, ଜାଣନ୍ତୁ କେମିତି ହୁଏ ପରୀକ୍ଷା?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fbYkoY8WDoE&feature=emb_logo
କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି...
କରୋନା ପାଇଁ ଲେଖା ହେଲା ନୂଆ ବ୍ୟଙ୍ଗ ଗୀତ: ‘ଆମେ ତ ଅମାନିଆ ପିଲାରେ’, ସୋସିଆଲ୍ ମିଡିଆରେ ଭାଇରାଲ୍
ନୀଳାମ୍ବର ରଥ
ଆମେ ସ୍କୁଲ୍ ପଢ଼ିଲା ସମୟରେ ଯେଉଁସବୁ ଗୀତ ବା କବିତା ବହିରେ ଥିଲା ତା’ ଭିତରୁ ଗୋଟିଏ ଲୋକପ୍ରିୟ ଗୀତ ହେଲା – “ଆମେ ତ ଭାଗ୍ୟବାନ ପିଲାରେ, ଆଉ କେ...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ।...
କେମିତି ବ୍ୟାପୁଛି କରୋନା ଭାଇରସ, ଜାଣନ୍ତୁ ଏହାକୁ କେମିତି ରୋକିବା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭୂତାଣୁ କେମିତି ବ୍ୟାପୁଛି ଓ ଏହାକୁ ଆମେ କିପରି ରୋକିପାରିବା? ଆସନ୍ତୁ ଜାଣିବା ଏନେଇ କ’ଣ କହୁଛନ୍ତି ବରିଷ୍ଠ ପଲ୍ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।
ଥଣ୍ଡା, ସର୍ଦ୍ଦି ଭଳି ଯେମିତି...
କରୋନା ସମୟରେ କେମିତି ରହିବେ ମାନସିକ ଭାବେ ଫିଟ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL]
କରୋନା ଭାଇରସ ଆତଙ୍କ ଯୋଗୁ ଏବେ ଲକଡାଉନ୍ରେ ଅଛି ଅଧା ବିଶ୍ୱ। ଲକଡାଉନ୍ରେ ଘରେ ଥିବା ଯୋଗୁ ଦୁଃଖ ଅନୁଭବ କରିବା, ଚାପରେ ରହିବା ଇତ୍ୟାଦି ସ୍ୱାଭାବିକ। ରୋଗର ଭୟ...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ମାନସିକ ଚାପରୁ କେମିତି ପାଇବେ ମୁକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧ୍ୟୟନରୁ ଜଣାପଡ଼ିଛି ଯେ, ମାନସିକ ଚାପ ବା ଷ୍ଟ୍ରେସ୍ ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଆଜିକାଲିର ଜୀବନଶୈଳୀ, କମର୍ମୟ ଜୀବନ ମଣିଷକୁ ସବୁବେଳେ ଚାପଗ୍ରସ୍ତ କରି ରଖିଥାଏ। ଚାପ ମେଦବହୁଳତା,...
ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ କରୋନା ସତର୍କତା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=fo3jcidkiVc&feature=emb_logo
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୪ ପରେ ବିଦେଶରୁ ଓଡ଼ିଶାକୁ ଫେରିଛନ୍ତି, ତେବେ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪କୁ କଲ୍ କରି କିମ୍ବା www.covid19.odisha.gov.inକୁ ଯାଇ ନିଜ ନାମ ପଞ୍ଜୀକରଣ...
କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି।
କରୋନା...
ମଧୁମେହ ରୋଗୀ କିଭଳି ନେବେ ଦାନ୍ତର ଯତ୍ନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧୁମେହ ହେଲେ ବ୍ୟକ୍ତିଙ୍କର ରକ୍ତରେ ଶର୍କରାର ମାତ୍ରା ଅଧିକ ହୋଇଯିବା ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତ ମୂଳ ଫୁଲିବା, ରକ୍ତ ବାହାରିବା, ସଂକ୍ରମଣ, ମୁଖ ଦୁର୍ଗନ୍ଧ, ଦାନ୍ତ ଉପରେ ପ୍ଲେକ୍ ସୃଷ୍ଟି...





















